Browsing Category

World

ପିଲାଙ୍କୁ ଖାଦ୍ୟ ଦେଇନପାରି ନିଦ ବଟିକା ଦେଇ ଶୁଆଇ ଦେଉଛନ୍ତି ବାପା-ମା

ବର୍ତମାନ ଅନେକ ଗୁଡିଏ ଛୋଟ ବଡ ରାଷ୍ଟ୍ର ଆର୍ଥିକ ସମସ୍ୟାଦେଇ ଗତି କରୁଛନ୍ତି । କେଉଁଠି ପାଣି ନାହିଁ ତ କେଉଁଠି ଖାଦ୍ୟ ନାହିଁ । ଏଥିରେ ପିନ୍ଧିବା କପଡାକୁ ବା କିଏ ପଚାରେ। ସେଥିମଧ୍ୟରୁ ଗୋଟେ ଦେଶ ହେଉଛି ଆଫଗାନିସ୍ତାନ । ଆତଙ୍କୀ ସଙ୍ଗଠନ ତାଲିବାନ୍‌ ଆଫଗାନକୁ କବ୍ଜା କରିନେବା ପରେ…
Read More...

ୟୁକ୍ରେନ ପାଇବ ୪୦୦ ମିଲିୟନ ଡଲାର ସହ ୧୦ ହଜାର ତୋପ ଗୋଳା

୧୦ ମାସରୁ ଉର୍ଦ୍ଧ ହୋଇଯିବ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ନିଜ ନିଜ ଉପରେ ଦୋଷାରୋପ କରି ଯୁଦ୍ଧ ଶେଷ ହେବାକୁ ନାଁ ଧରୁନାହାନ୍ତି ଦୁଇଦେଶ । ଉଭୟ ଦେଶର ବହୁ ସମ୍ପତି ନଷ୍ଟ ହେବା ସହିତ ନିରୀହ ଲୋକମାନେ ବଳିପଡି ଯାଉଛନ୍ତି । ଏହିସମୟରେ ନାଟୋରେ ସଦସ୍ୟ ଥିବା ରାଷ୍ଟ୍ର ମାନେ…
Read More...

ଇଣ୍ଡୋନେସିଆରେ ଭୂମିକମ୍ପ, ୪୪ ମୃତ ୩୦୦ରୁ ଅଧିକ ଆହତ

ଭୂମିକମ୍ପ ହେଉଛି ଗୋଟେ ପ୍ରାକୃତିକ ବିପର୍ଯ୍ୟୟ । ଏହା ଖୁବ କମସମୟ ପାଇଁ ହେଇଥାଏ । କିନ୍ତୁ ଏହି ଖୁବ କମ ସମୟ ଭିତରେ କେତେ ଯେ କ୍ଷୟକ୍ଷତି କରିଦିଏ ତାହା କେବଳ ଆଜି ଘଟିଥିବା ଇଣ୍ଡୋନେସିଆ ବାସି କହିପାରିବେ । ଆଜି ଇଣ୍ଡୋନେସିଆର ସିଆଞ୍ଜୁର ଥରି ଉଠିଥିଲା ଭୂମିକମ୍ପରେ, ଯାହାର ତୀବ୍ରତା ୫.୬…
Read More...

‘ହିଜାବ୍‌’ ନପିନ୍ଧି ଇନ୍‌ଷ୍ଟାରେ ଫୋଟୋ ଅପଲୋଡ଼ କରିବାରୁ ବନ୍ଧାହେଲେ ଇରାନୀୟ ଅଭିନେତ୍ରୀ

ସମଗ୍ର ଇରାନରେ ବର୍ତମାନ ହିଜାବକୁ ନେଇ ବିଦ୍ରୋହ ଚାଲୁଥିବା ସମୟରେ ଜଣେ ଇରାନିୟ ଅଭିନେତ୍ରୀ ଗଜିୟାନୀ, ନିଜ ଇନ୍‌ଷ୍ଟା ଆଇଡିରେ ବିନା ହିଜାବରେ ଫୋଟୋ ଅପଲୋଡ଼ କରିବା ତାଙ୍କୁ ମହଙ୍ଗା ପଡିଛି । ଫୋଟୋ ଛାଡିବା ଗୋଟେ ଦିନ ପରେ ଇରାନ ପୁଲିସ ତାଙ୍କୁ ଗିରଫ କରିଛି । ଇରାନର ରାଷ୍ଟ୍ରାୟତ ନିଉଜ୍‌…
Read More...

ଗାଜାର ଶରଣାର୍ଥୀ ଶିବିରରେ ଭୟାବହ ଅଗ୍ନିକାଣ୍ଡ, ୨୮ ଜଣ ଜୀବନ୍ତ ଦଗ୍ଧ

ଗାଜା ସହରର ଜାବାଲିଆ ଶରଣାର୍ଥୀ ଶିବିର ହଉଚି ବିଶ୍ବର ସବୁଠୁ ଅଧିକ ଜନବହୁଳ ଅଞ୍ଚଳଗୁଡ଼ିକ ମଧ୍ୟରୁ ଗୋଟିଏ । ଏହି ଶିବିରରେ ୨.୩ ନିୟୁତ ଜନତା ବାସ କରନ୍ତି। ଗତ ଗୁରୁବାର ଦିନ ଜାବାଲିଆ ଶରଣାର୍ଥୀ ଶିବିରର ଗୋଟାଏ ଜନଗହଳି ଭରା ଅଟ୍ଟାଳିକାରେ ନିଆଁ ଲାଗି ୨୮ ଜଣ ମୃତ୍ୟୁ ବରଣ କରିଛନ୍ତି ।…
Read More...

ପ୍ରତିବାଦକାରୀ ମାନଙ୍କ ଉପରକୁ ଆତଙ୍କବାଦୀଙ୍କ ଗୁଳିମାଡ ୫ ନିହତ, ୧୦ ଆହତ

ଇରାନ୍‌ର ଦକ୍ଷିଣ ପଶ୍ଚିମ ଖୁଜେସ୍ତାନ ପ୍ରଦେଶରେ ପ୍ରତିବାଦକାରୀ ଓ ନିରାପତ୍ତାବଳ ମଧ୍ୟରେ ସଂଘର୍ଷ ଚାଲୁରହିଥିବା ସମୟରେ ଦଳେ ଆତଙ୍କବାଦୀ ଦୁଇଟି ମୋଟର ସାଇକେଲ୍‌ରେ ଇଜେ ନଗରୀର ମଧ୍ୟଭାଗରେ ଥିବା ବଜାରରେ ପହଞ୍ଚି ଆଖିବୁଜା ଗୁଳି ଚଲାଇଥିଲେ । ଗୁଳିଚାଳନାରେ ୫ଜଣଙ୍କର ମୃତ୍ୟୁ ଘଟିବା ସହିତ…
Read More...

ନାସା ଲଞ୍ଚ କଲା ଚନ୍ଦ୍ରଜାନ ଆର୍ଟେମିସ-1

ଆଜି ନାସା ତାର ତୃତୀୟ ଉଦ୍ୟମରେ ଚନ୍ଦ୍ରଜାନ ଅଭିଯାନ ଆର୍ଟେମିସ-1 ଲଞ୍ଚ କରିସାରିଛି । ପୂର୍ବରୁ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁଇଥର ବିଫଳ ହେବାରେ ସମ୍ମୁଖୀନ ହୋଇଥିଲା ନାସା। ଅଗଷ୍ଟ ମାସ 29 ଏବଂ ସେପ୍ଟେମ୍ବର ୩ ରେ ନାସା ପକ୍ଷରୁ ଏହି ରକେଟ୍ ଲଞ୍ଚ କରିବାକୁ ଚେଷ୍ଟା କରାଯାଇଥିଲା । ଆଜି…
Read More...

ଭାରତୀୟଙ୍କୁ ବ୍ରିଟେନ ଦବ ପ୍ରତିବର୍ଷ ୩୦୦୦ ବ୍ରିଟିସ୍‌ ଭିସା

ଇଣ୍ଡୋନେସିଆର ବାଲି ଠାରେ ଆୟୋଜିତ ହୋଇଥିବା ଜି୨୦ ଶିଖର ସମ୍ମିଳନୀ’ର ୧୭ଶ ଅଧିବେଶନ ଅବସରରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମ ଥରପାଇଁ ଭେଟିଛନ୍ତି । ଲଣ୍ଡନ୍‌: ବ୍ରିଟେନ୍‌ରେ କାର୍ଯ୍ୟ କରିବା ନିମନ୍ତେ ପ୍ରତିବର୍ଷ ଭାରତରୁ ୩୦୦୦…
Read More...

ମହଙ୍ଗା ପଡିଲା ଏଲନ ମସ୍କଙ୍କ ଟ୍ବିଟ୍‌ ପୋଷ୍ଟ୍‌ରେ ରିପ୍ଲାଏ କରିବା

ବିଶ୍ୱର ୧ ନଂ ଧନୀ ଏଲନମସ୍କ ଏଇ କିଛିଦିନ ଧରି ବହୁଚର୍ଚ୍ଚାରେ ରହି ଆସୁଛନ୍ତି । ସୋସିଆଲ ଆପ ଟ୍ବିଟ୍‌ରକୁ କିଣିବା ପରେ ଏକକାଳୀନ ଦଶହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ ଏଲନ । ନିକଟରେ ସୋସିଆଲ୍‌ ମିଡିଆରେ ଜଣେ କର୍ମଚାରୀ ତାଙ୍କ ଟ୍ବିଟ୍‌ରେ ନିଜର ମତ…
Read More...

ଆମେରିକାରେ ଅଭାବିତ ଘଟଣା : ପେଲୋସିଙ୍କ ସ୍ୱାମୀଙ୍କୁ ଆକ୍ରମଣ

ଆମେରିକାରେ ଘଟିଯାଇଛି ଏକ ଅଭାବିତ ଘଟଣା, ହାଉସ ଅଫ ରିପ୍ରେଜେଣ୍ଟେଟିଭସର ବାଚସ୍ପତି ନାନସି ପେଲୋସ୍କିଙ୍କ ସ୍ୱାମୀକୁ ତାଙ୍କ ସାନଫ୍ରାନସିସକୋ ଘରେ ପଶି ଜଣେ ଦୁର୍ବୁତ୍ତ ହାତୁଡ଼ିରେ ପ୍ରହର କରି ଗୁରୁତର ଆହତ କରିଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…
Read More...