Browsing Category

Sports

ବିଶ୍ୱ ମହିଳା ବକ୍ସିଂରେ ଭାରତକୁ ୪ ସ୍ଵର୍ଣ୍ଣ ପଦକ

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ୪ସ୍ୱର୍ଣ୍ଣ ପଦକ ହାସଲ କରି ଭାରତ ରଚିଛି ସୁବର୍ଣ୍ଣ ଇତିହାସ, ପ୍ରଥମେ ନୀତୁ ଘଂଘାସ ଓ ସ୍ୱିଟି ବୋରା ନୂଆ ବିଶ୍ୱ ବିଜୟିନୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ, ଗତକାଲି ଆଉ ୨  ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ନିଖତ ଜରିନ୍ ଓ ଲଭଲିନା ଦେଶ ପାଇଁ…
Read More...

ଅଷ୍ଟ୍ରେଲିଆ ସହ ପ୍ରଥମ ଦିନିକିଆ ମ୍ୟାଚ ଜିତିଲା ଭାରତ

ବମ୍ବେର ବାୱଁଖେଡେରେ ଟସ ଜିଣି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା ଭାରତ, ଅଷ୍ଟ୍ରେଲିଆ 188 ରନରେ ଅଲଆଉଟ ହୋଇଯାଇଥିଲେ । ଜବାବରେ 39.5 ବୋଲରେ 5 ବିକେଟ ହରାଇ 191 ରନ କରିଥିଲା ଭାରତ ।
Read More...

ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା: ଏଥରକ ଆଇପିଏଲ ଖେଳିବେନି ଦ୍ରୁତ ବୋଲର ଯଶପ୍ରୀତ ବୁମରା

ମୁମ୍ବାଇ: ଆସନ୍ତା ୩୧ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍। ଏଥିପାଇଁ ସବୁ ଟିମ୍ ଏବେ ଠାରୁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଇତି ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ପାଇଁ ଏକ ଖରାପ ଖବର ଆସିଛି। ସୂଚନା ମୁତାବକ, ଦଳର ଷ୍ଟାର ବୋଲର ଯଶପ୍ରୀତ ବୁମରା ଆହତ ହୋଇଥିବାରୁ ଏଥରକ ଆଇପିଏଲ୍…
Read More...

ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସେମିଫାଇନାଲ୍‌ରୁ ଭାରତ ବିଦା, ଫାଇନାଲ୍‌ରେ ଅଷ୍ଟ୍ରେଲିଆ

କେପ୍‌ଟାଉନ୍‌: ପୂର୍ବଥର ଭଳି ଏଥରକ ମଧ୍ୟ ଭାରତର ବିଶ୍ବକପ୍‌ ଲକ୍ଷ୍ୟରେ ବାଧା ଦେଇଛି ଅଷ୍ଟ୍ରେଲିଆ। ଗୁରୁବାର ଖେଳାଯାଇଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ୫ ରନ୍‌ରେ ଭାରତକୁ ହରାଇ ସପ୍ତମ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ…
Read More...

ଉପ-ଅଧିନାୟକ ପଦରୁ ବିଦା ହେଲେ କେ ଏଲ ରାହୁଲ, ଖରାପ ଫର୍ମ ପାଇଁ ବିଦା କଲା ବିସିସିଆଇ

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଦୁଇଟି ମ୍ୟାଚ ପାଇଁ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ। ଟିମରେ କୌଣସି ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିନଥିବା ବେଳେ କେ ଏଲ ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ବିଦା କରାଯାଇଛି। ଖରାପ ଫର୍ମ ପାଇଁ ତାଙ୍କୁ ବିସିସିଆଇ…
Read More...

ଷ୍ଟିଙ୍ଗ ଅପରେସନ ବିବାଦ ପରେ ଇସ୍ତଫା ଦେଲେ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା

ନୂଆଦିଲ୍ଲୀ: ଇସ୍ତଫା ଦେଲେ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା। ଷ୍ଟିଙ୍ଗ ଅପରେସନ ବିବାଦ ପରେ ଚେତନ ଶର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ଆଉ ବିସିସିଆଇ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଥିବା ଜଣାଯାଇଛି।…
Read More...

ଷ୍ଟିଙ୍ଗ ଅପରେସନରେ ଫସିଲେ ବିସିସିଆଇର ଚୟନ କମିଟି ମୁଖ୍ୟ ଚେତନ ଶର୍ମା, କହିଲେ- ପେନ୍ କିଲର୍ ନିଅନ୍ତି ଖେଳାଳି

ନୂଆଦିଲ୍ଲୀ: ଷ୍ଟିଙ୍ଗ୍ ଅପରେସନ୍ ବେଳେ ବିସିସିଆଇର ଚୟନ କମିଟି ମୁଖ୍ୟ ଚେତନ ଶର୍ମାଙ୍କ ବଡ଼ ଖୁଲାସା। ଟିମ୍‌ ଇଣ୍ଡିଆର ଖେଳାଳି ନିଜକୁ ଫିଟ୍‌ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକ୍ସନ ବା ପେନ୍ କିଲର୍ ନିଅନ୍ତି। ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ ଅପରେସନ୍ ବେଳେ ଏପରି…
Read More...

ମହିଳା ଆଇପିଏଲ୍‌ ପାଇଁ ନିଲାମୀ ଆରମ୍ଭ: ଜାଣନ୍ତୁ କିଏ କେତେରେ ହେଲେ ବିକ୍ରି

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେବାକୁ ଥିବା ମହିଳା ଆଇପିଏଲ୍‌ ପାଇଁ ନିଲାମୀ ଆରମ୍ଭ ହୋଇଯାଇଛି। ଆଇପିଏଲ ପାଇଁ ୫ ଟିମ ମଧ୍ୟରେ ୪୪୮ ଖେଳାଳିଙ୍କ ନିଲାମ ଡାକିଛି। ଏଥିରେ ୨୭୦ ଜଣ ଭାରତୀୟ ଖେଳାଳି ରହିଛନ୍ତି। ୫ ଟିମ୍ ମଧ୍ୟରେ ମୁମ୍ବାଇ, ଲକ୍ଷ୍ନୌ, ବେଙ୍ଗାଲୁରୁ, ଅହମ୍ମଦାବାଦ…
Read More...

ବିଶ୍ଵକପ ହକି ମ୍ଯାଚରୁ ବାଦ ପଡିଲା ଭାରତ

ହକି ବିଶ୍ଵକପ ଅଭିଯାନରୁ ବିଦାୟ ନେଲା ଭାରତ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କ୍ରସ ଓଭର ମ୍ଯାଚରେ ନ୍ଯୁଜିଲାଣ୍ଡ ଠାରୁ ପରାସ୍ତ ହେବା ଫଳରେ କ୍ଵାର୍ଟର ଫାଇନାଲ ପର୍ଯ୍ୟନ୍ତ ମଧ୍ୟ ଯାଇପାରିଲା ନାହିଁ ଆୟୋଜକ ଦଳ ! ନିର୍ଦ୍ଧାରିତ ସମୟ ମଧ୍ୟରେ ୩-୩ ଗୋଲରେ ମ୍ଯାଚ ଅମୀମାଂସିତ ରହିଥିବା…
Read More...

ବର୍ଷ ବର୍ଷ ଧରି ଯୌନ ଶୋଷଣର ଶୀକାର ହେଉଛନ୍ତି ମହିଳା କୁସ୍ତି ତାରକା

କୁସ୍ତିକ୍ରିଡା ମହାସଂଘ(Wrestling Federation)ର ସଭାପତି ବ୍ରିଜ ଭୂଷଣ ଶର୍ମାଙ୍କ ବିରୋଧରେ ଯୌନ ଶୋଷଣର ଗୁରୁତର ଅଭିଯୋଗ ଆଣିଛନ୍ତି କମନଓ୍ଵେଲଥ କୁସ୍ତି ଓ ଏସିଆନ ଗେମ୍ସରେ ସ୍ଵର୍ଣ୍ଣ ପଦକ ବିଜୟିନୀ ଭାରତୀୟ ମହିଳା କୁସ୍ତି ତାରକା ଭିନେଶ୍ ଫୋଗତ, ଏହାକୁ ନେଇ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ…
Read More...