Browsing Category

Special

ଏହି ରାଶିର ପୁଅ ହୋଇଥାନ୍ତି ଭଲ ସ୍ୱାମୀ, ସବୁବେଳେ ବୁଝିଥାନ୍ତି ସାଥୀଙ୍କ ମନ କଥା

ହିନ୍ଦୁ ଧର୍ମରେ ଜଣେ ଭଲ ବର ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରର ସହାୟତା ନିଆଯାଇଥାଏ। କୁଣ୍ଡଳୀର ମେଳ କରାଯାଇଥାଏ। କୁହାଯାଏ, ବିବାହ ସାତ ଜନ୍ମ ପାଇଁ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ରାଶି ବିଷୟରେ କୁହାଯାଇଛି ଯେଉଁମାନେ ଜଣେ ଭଲ ସ୍ୱାମୀ ହୋଇଥାନ୍ତି। ସେମାନେ ପତ୍ନୀଙ୍କୁ…
Read More...

ଗର୍ଭାବସ୍ଥାରେ ନିଶ୍ଚୟ ଖାଆନ୍ତୁ କଦଳୀ, ଗର୍ଭସ୍ଥ ଶିଶୁର ହେବ ବିକାଶ

ଗର୍ଭଧାରଣ ସମୟରେ ପ୍ରତ୍ୟେକ ମହିଳା ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଜରୁରୀ। କାରଣ ଗର୍ଭାବସ୍ଥାରେ ଜଣେ ମହିଳା ଯାହା ଖାଏ ତା’ର ଜନ୍ମିତ ସନ୍ତାନର ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପଡ଼ିଥାଏ। ସେଥିପାଇଁ ଗର୍ଭାବସ୍ଥାରେ ଫଳ ଏବଂ ପନିପରିବା ଖାଇବାକୁ ପରାମର୍ଶ ଦିଆଯାଇଛି।…
Read More...

ସାଥୀଙ୍କର ଦିଅନ୍ତୁ ସାଥ୍: ସମ୍ପର୍କକୁ ମଜଭୁତ କରିବାକୁ କରନ୍ତୁ ଏ ସବୁ କାମ

କୁହାଯାଏ ଖରାପ ସମୟରେ ହିଁ ପ୍ରତ୍ୟେକ ସମ୍ପର୍କର ମୂଲ୍ୟ ବୁଝାପଡ଼େ। ରିଲେସନସିପରେ ଯିଏ ଖରାପ ସମୟରେ ନିକଟରେ ଛିଡ଼ା ହୁଏ ବାସ୍ତବରେ ସେ ହିଁ ପ୍ରକୃତ ପ୍ରେମ କରିଥାଏ। ଯଦି ପାର୍ଟନରଙ୍କ ଖରାପ ସମୟରେ ଆପଣ ତାଙ୍କ ପାଖରେ ଠିଆ ହୁଅନ୍ତି, ତେବେ ଏହା ସମ୍ପର୍କକୁ ଅଧିକ ମଜଭୁତ କରିଥାଏ। ଆସନ୍ତୁ…
Read More...

ଏହି ରାଶିର ଲୋକ ସଞ୍ଚୟ କରିପାରନ୍ତିନି, ଆପଣ ବି ନାହାନ୍ତି ତ ତାଲିକାରେ ?

କିଛି ରାଶି ଏମିତି ବି ହୋଇଥାଏ ଯାହାର ଗ୍ରହ ସ୍ଥିତି ଦୁର୍ବଳ ହେବା କାରଣରୁ ପଇସା ସଞ୍ଚୟ କରିପାରନ୍ତି ନାହିଁ। ଆସନ୍ତୁ ଜାଣିବା ସେମିତି କିଛି ରାଶିର ଲୋକମାନଙ୍କ ବିଷୟରେ ଯେଉଁମାନେ ବନ୍ଧୁଙ୍କ ଉପରେ ବହୁତ ପଇସା ଖର୍ଚ୍ଚ କରନ୍ତି। ଏମାନେ ଚାହିଁଲେ ମଧ୍ୟ ନିଜ ପଇସାକୁ ସଞ୍ଚୟ କରିପାରନ୍ତି…
Read More...

ହୃଦୟକୁ ସୁସ୍ଥ ରଖେ ଏସବୁ ତେଲ, ଖାଦ୍ୟରେ ଆଜି ହିଁ ସାମିଲ କରନ୍ତୁ

ଶରୀରକୁ ସୁସ୍ଥ ରଖିବାକୁ ଆଜିକାଲି ସମସ୍ତେ ଚେଷ୍ଟା ଚଳାଇଛନ୍ତି। କିଏ ପ୍ରତିଦିନ ଯୋଗ, ପ୍ରାଣାୟାମ କରୁଛି ତ ଆଉ କିଏ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଉଛି। ତେବେ ବେଳେବେଳେ ଯେତେ ଖାଇବା ପିଇବା ଉପରେ ଧ୍ୟାନ ଦେଲେ ମଧ୍ୟ ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା କମିନଥାଏ। ଏହା ପଛର କାରଣ ହେଉଛି…
Read More...

ଗୁଳିମାଡରେ ନବ ଦାସଙ୍କ ନମ୍ବର ୬

ଓଡ଼ିଶାର ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଆତତାୟୀର ଗୁଳିମାଡ ଘଟଣା ଓଡ଼ିଶାରେ ରାଜନୈତିକ ନେତାଙ୍କ ଉପରେ ଗୁଳିମାଡର ପ୍ରଥମ ଘଟଣା ନୁହେଁ, ଆଗରୁ ୫ ଜଣ ରାଜନେତାଙ୍କୁ ହତ୍ୟା କରିବା ପାଇଁ ଗୁଳିମାଡ଼ ହୋଇଛି। ନବ ଦାସ ହେଉଛନ୍ତି ୬ ନମ୍ବର ରାଜନେତା ! ୨୦୧୧ ମସିହା ସେପ୍ଟେମ୍ବର ୨୪…
Read More...

ଧନ ଅଭାବ ଦୂର କରିବ ଏସବୁ ଗଛ, ଘରେ ନିହାତି ଲଗାନ୍ତୁ

ସାଧାରଣତଃ ଲୋକେ ଘରକୁ ସୁନ୍ଦର ଦେଖାଯିବା ପାଇଁ ଗଛ ଲତା ଲଗାଇଥାନ୍ତି। ସେହିଭଳି କିଛି ଲୋକ ମଧ୍ୟ ଗାର୍ଡେନିଂର ସଉକ ମଧ୍ୟ ରଖିଥାନ୍ତି। କିନ୍ତୁ ଜାଣନ୍ତି କି ଏହି ଗଛ ଲତା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିପାରେ। ଏହାକୁ ଘରେ ଲଗାଇବା ଦ୍ୱାରା କେବେ ବି ଧନର ଅଭାବ ରହେ ନାହିଁ... ଘରର…
Read More...

ବିବାହ ବିଚ୍ଛେଦର ମୁଖ୍ୟ କାରଣ, ବାହା ହେବା ପୂର୍ବରୁ ନିଶ୍ଚୟ ଜାଣି ରଖନ୍ତୁ

୨୦ ବର୍ଷ ବୟସ ପରେ ସବୁ ପୁଅ ଓ ଝିଅଙ୍କ ଉପରେ ବିବାହ କରିବା ପାଇଁ ପରିବାର ଲୋକେ ଚାପ ପକାଇଥାନ୍ତି। ଏହି ବୟସ ହିଁ ବିବାହ ପାଇଁ ଉପଯୁକ୍ତ ବୋଲି ବନ୍ଧୁବାନ୍ଧବ ମଧ୍ୟ କହିଥାନ୍ତି। ପରିବାର, ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ଚାପରେ ଆସି କିଛି ଲୋକ ବିବାହ କରିବାକୁ ନିଷ୍ପତ୍ତି ନେଇଥାନ୍ତି। ନିଜେ…
Read More...

ବାବୁ ଧର୍ମେନ୍ଦ୍ରଙ୍କ ମନରେ ଅଛି କ’ଣ ?

୨୪ ନିର୍ବାଚନ ଆଉ ମାତ୍ର କିଛିମାସ ବାକି ଥିବା ବେଳେ ରାଜନୈତିକ ଦଳଗୁଡିକ ଏବେ ଠାରୁ ସକ୍ରିୟ ହୋଇଗଲେଣି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାର ସଫଳତାରେ ବିବ୍ରତ ଭାରତୀୟ ଜନତା ଦଳ କେନ୍ଦ୍ରରେ ପୁଣି କ୍ଷମତାକୁ ଫେରିବାକୁ ନୂଆ ରଣକୌଶଳ ପ୍ରସ୍ତୁତ କରୁଥିବା ବେଳେ ଆଞ୍ଚଳିକ ଦଳଗୁଡିକ ଏକଜୁଟ…
Read More...

ତ୍ୱଚାର ଚମକ ବଢ଼ାଇବ ଅମୃତଭଣ୍ଡା ଫେସ୍‌ ପ୍ୟାକ୍‌, ଏମିତି କରନ୍ତୁ ବ୍ୟବହାର

ଯେତେବେଳେ ବି ମହିଳାମାନେ ବିୟୁଟି ପାର୍ଲରକୁ ଯାଆନ୍ତି। ସେମାନେ ପ୍ରାୟତଃ ପପେୟା କ୍ଲିନଅପ୍‌ ଏବଂ ପପେୟା ଫେସିଆଲ କରିବାକୁ ପସନ୍ଦ କରନ୍ତି। ସେଗୁଡ଼ିକ କୃତ୍ରିମ କ୍ରିମ୍‌ ଏବଂ ରାସାୟନିକ ପଦାର୍ଥରୁ ପ୍ରସ୍ତୁତ, ଯାହା ଆପଣଙ୍କ ଚେହେରାକୁ କ୍ଷତି ପହଞ୍ଚାଇପାରେ। ଯଦି ଆପଣ ଘରେ ଅମୃତ ଭଣ୍ଡା…
Read More...