ଗଞ୍ଜାମ ଭଞ୍ଜନଗରରେ ନୂତନ ଏସଡିପିଓଙ୍କ ଯୋଗଦାନ

ଭଞ୍ଜନଗର (ଆଶିଷ କୁମାର ଗୌଡ଼): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରେ ନୂତନ ଏସ ଡି ପି ଓ ଭାବେ ସୁଜିତ କୁମାର ନାୟକ ଆଜି ସନ୍ଧ୍ୟାରେ ଯୋଗ ଦେଇଛନ୍ତି। ଶ୍ରୀ ନାୟକ ପୂର୍ବରୁ ଗଞ୍ଜାମ ଜିଲ୍ଲା ଚିକିଟି ରେ ଏସଡିପିଓ ଭାବେ କାର୍ଯ୍ୟ କରିଆସୁଥିଲେ।ବର୍ତମାନ ଭଞ୍ଜନଗର ଅଂଚଳରେ କିଭଳି ଭାବରେ ଆଇନ ଶୃଙ୍ଖଳା…
Read More...

ବୋଲେରୋ ଧକ୍କାରେ ବୃଦ୍ଧଙ୍କ ଇହଲୀଳା ସମ୍ବରଣ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ କୋଇଡା ଥାନା ଅନ୍ତର୍ଗତ ନୂଆଗାଁ ନାଳରେ ଆଜି ସକାଳ ୭ ଘଟିକା ସମୟରେ ବୋଲେରୋ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ବାସୁଦେବ ନାଏକ । ପ୍ରତିଦିନ ଭଳି ଆଜି ସକାଳୁ ସକାଳୁ ବାସୁଦେବ ନାଳ ପାଖରେ ଦାନ୍ତ ଘସୁଥିବା…
Read More...

ଶେରଗଡ଼ ବ୍ଲକ ତହଁର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ

ଶେରଗଡ଼ (ରାଜୀବ କୁମାର ପ୍ରଧାନ ): ଗଞ୍ଜାମ ର ବିଭିନ୍ନ ବ୍ଲକରେ ଗତ କିଛିମାସ ହେବ ରାଜନୈତିକ ହିଂସା ଯୋଗୁଁ ଅନେକ ମୁଣ୍ଡ ଗଡିବା ପରେ ଏମିତି ଏକ ରାଜନୈତିକ ହିଂସା କୁ ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା ଧମକ ମିଳିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଶେରଗଡ଼ ବ୍ଲକ ଅନ୍ତର୍ଗତ ତହଁର ପଞ୍ଚାୟତ…
Read More...

ଭଞ୍ଜନଗର ପୋଲିସ ପାଳନ କଲେ ଦୁର୍ନୀତି ନିବାରଣ ସଚେତନତା ଦିବସ

ଭଞ୍ଜନଗର (ଆଶିଷ କୁମାର ଗୌଡ଼) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଞ୍ଜନଗରରେ ଦୁର୍ନୀତି ନିବାରଣ ସଚେତନତା ର ଶପଥପାଠ ଭଞ୍ଜନଗର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହା ଆସନ୍ତା ନଭେମ୍ବର 5 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ,ଆଜି ପୂର୍ବାହ୍ନ 11 ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ…
Read More...

ଆଂଚଳିକ ସାମ୍ବାଦିକ ସଂଘ ଗଠିତ

ଶେରଗଡ଼ (ରାଜୀବ କୁମାର ପ୍ରଧାନ): ଆଜି ଶେରଗଡ ବ୍ଳକ ଅଂଚଳରେ ସାମ୍ବାଦିକ ଭାବେ କାର୍ଯ୍ଯ କରୁଥିବା ବ୍ଯକ୍ତି ମାନଙ୍କୁ ନେଇ ଆଂଚଳିକ ସାମ୍ବାଦିକ ସଂଘ ଗଠିତ ହୋଇଯାଇଛି।ସଂଘର ପ୍ରଥମ ବୈଠକ ନରେନ୍ଦ୍ରପୁର ଗ୍ରାମ ର ମାଁ କାମାକ୍ଷୀ ଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ…
Read More...

ନୀଳ ଜହର ବେପାରୀଙ୍କୁ ସାବାଡ଼ କରିଦେଲାଣି ପାଟପୁର ପୋଲିସ

ସାନଖେମୁଣ୍ଡି (ରାଜୀବ କୁମାର ପ୍ରଧାନ) :- ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ଦ୍ୱାରା ୫୮.୦୫୦ କିଲୋଗ୍ରାମ ଗଞ୍ଜେଇ ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଅଛି l ୦୧/୧୦/୨୩ ତାରିଖରେ ବିଶେଷ ସୂତ୍ରରୁ ପାଟପୁର ପୋଲିସ ଗଞ୍ଜେଇ ର ଚୋରା ଚାଲାଣ ପାଇଁ କଂସାମାରି ଗ୍ରାମର ଏସ…
Read More...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସାମାଜିକ…
Read More...

ସାପ କାମୁଡାରେ ଗୁରୁତର ଥିବା ବାଳକକୁ ଠିକ ସମୟରେ ଚିକିତ୍ସାଳୟକୁ ପହଞ୍ଚାଇ ଜୀବନ ବଞ୍ଚାଇଲେ କମିଟିର ସଦଶ୍ୟ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ଘଟଣାଟି ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡ଼ା ଥାନା ଇଲାକା ଭୁତୁଡ଼ା ପଞ୍ଚାୟତ ସାରକୁଣ୍ଡା ଗାଁରେ ଘଟିଥିବାବେଳେ ସାପ କାମୁଡ଼ାରେ ଆକ୍ରାନ୍ତ ଥିବା ବାଳକଟି ସୁସ୍ଥ ଥିବା ଜଣାପଡିଛି l ଗଲା ୨୬ ତାରିଖ ଅର୍ଥାତ ମଙ୍ଗଳବାର ଦିନ ସାରକୁଣ୍ଡା…
Read More...

ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ଶେରଗଡ଼ (ରାଜୀବ କୁମାର ପ୍ରଧାନ) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଶେରଗଡ଼ ବ୍ଲକର ମହାତ୍ମା ଗାନ୍ଧୀ ବିଦ୍ୟାଳୟ ର ଖେଳ ପଡିଆଠାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହେବ l ଏହି କ୍ରୀଡା ପ୍ରତିଯୋଗିତା ର ପ୍ରଥମ ଦିନରେ ମୋଟ…
Read More...

ତେଜସ୍ବନୀ ସାମାଜିକ ଅନୁଷ୍ଠାନର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭଞ୍ଜନଗର (ଆଶିଷ କୁମାର ଗୌଡ଼) : ପବିତ୍ର ଗୁରୁ ଦିବସ ଉପଲକ୍ଷେ ଭଞ୍ଜନଗର ର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ସବୁ ଆୟୋଜନ କରୁଥିବା ବେଳେ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ତେଜସ୍ବନୀ ର ଭଞ୍ଜନଗର ଶାଖା ତଥା ଆଞ୍ଚଳିକ ପରିବହନ ବିଭାଗ ଭଞ୍ଜନଗର ଓ ବୈଷୟିକ ତାଲିମ ଶିକ୍ଷା ଅନୁଷ୍ଠାନ ର…
Read More...