ଭଞ୍ଜ ମାଟି ଓଡ଼ିଆ ସାହିତ୍ୟର ଏନ୍ତୁଡି ଶାଲ : ସୌମ୍ୟରଞ୍ଜନ ପଟ୍ଟନାୟକ

ଭଞ୍ଜନଗର (ଆଶିଷ କୁମାର ଗୌଡ଼) : ଭାଷା ସାହିତ୍ୟର ସୁରକ୍ଷା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ସହ ଏକ ଭବିଷ୍ୟତ ପିଢିକୁ ଭାଷା ସାହିତ୍ୟରେ ରୁଚି ସୃଷ୍ଟି କରିବା ଲକ୍ଷ୍ୟ ନେଇ ରାଜ୍ୟର ପ୍ର​ତିକୋଣ ଅନୁକୋଣରେ ‘ସାହିତ୍ୟ ଘର’ ଗଠନର ପରିକଳ୍ପନା କରାଯାଇଥିଲା ଆଉ ଭଞ୍ଜନଗର ସମ୍ବାଦ…
Read More...

ପାଣିରେ ପଡିଥିବା ଛୁଆ ହାତୀକୁ ଉଦ୍ଧାର କଲା ମା ହାତୀ 

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ମାଆର ମମତା ଏତେ ମଜଭୁତ ଯେ ବଡ଼ ବଡ଼ ବିପଦ ପଡିଲେବି ହାର ମାନି ନ ଥାଏ ଛୁଆ । ମାଆ ନିଜ ଛୁଆକୁ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା ଜାରୀ ରଖି ଥାଏ । ଯାହା କି ଏହିପରି ଏକ ଦୃଶ୍ୟ ଆଜି ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର କୋଇଡା ବନ ବିଭାଗ ଅଞ୍ଚଳରେ…
Read More...

ନିଖୋଜ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର କୋଇଡା ଥାନା ଅନ୍ତର୍ଗତ କଳମଙ୍ଗ ଗ୍ରାମ ନିକଟ ମେଣ୍ଡାମାରୁଣୀ ଜଙ୍ଘଳରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି କୋଇଡା ପୋଲିଶ । କଳମଙ୍ଗ ଗ୍ରାମର ଦେବେନ୍ଦ୍ର ନାଏକଙ୍କ ସ୍ତ୍ରୀ ଗୁରା ନାଏକ (୫୮) ଗତ ମାସ ୨୭…
Read More...

ଭାସ୍କର ସ୍ପଞ୍ଜ କାରଖାନାରେ ବାରମ୍ବାର ଦୁର୍ଘଟଣା ଘଟି ଶ୍ରମିକଙ୍କ ଜୀବନ ବିପନ୍ନ, ଶ୍ରମିକ ସୁରକ୍ଷା ସଂପୂର୍ଣ୍ଣ ଢିଲା

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡ଼ା ଥାନା ଅନ୍ତର୍ଗତ ବଡ ତୁମକଳା ଗ୍ରାମ ନିକଟରେ ଅବସ୍ଥିତ ଥିବା ଭାସ୍କର ସ୍ପଞ୍ଜ ଆଇରନ କାରଖାନାରେ ପୁନଶ୍ଚ ଦୁର୍ଘଟଣା ଘଟି ପୁଣି ଜଣେ କର୍ମଚାରୀଙ୍କ ଜୀବନ ବିପନ୍ନ ହୋଇଥିବା ଜଣାପଡିଛି। ଆଜି ସକାଳ…
Read More...

ମେସର୍ସ ରୁଙ୍ଗଟା କମ୍ପାନୀର ଖାମଖିଆଲି ଚିନ୍ତାଧାରା

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ଆମ୍ଭେ କହୁଛୁ ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର କୋଇଡା ବ୍ଲକ ଅନ୍ତର୍ଗତ ଲୌହ ଖଣି ସେକ୍ଟର କଥା।ସାନଇନ୍ଦପୁର ରୁଙ୍ଗଟା ଖଣିରେ ଦୀର୍ଘବର୍ଷ ଧରି ବି.ଏସ୍. ମାଇନିଙ୍ଗର ଠିକାଦାର ମେସିନାରି ଟେକ୍ନୋଲୋଜି ସାହାଯ୍ୟରେ ଚବିଶ୍ ଘଣ୍ଟିଆ କାମ ଚଲାଇ ନିଜେ…
Read More...

ଷଷ୍ଠ ତମ ଓଡ଼ିଶା ରାଜ୍ୟ ପେଞ୍ଚକ୍ ସିଲଟ ପ୍ରତିଯୋଗୀତା

ସୁନ୍ଦରଗଡ଼ ସଦର (ହେମନ୍ତ ଦେଉରିଆ) : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଶୋକ ନଗର ସ୍ଥିତ ଉମାମହେଶ୍ୱର ବଣିକ ସଂଘ ପରିସରରେ ଷଷ୍ଠ ତମ ଓଡ଼ିଶା ରାଜ୍ୟ ପେଞ୍ଚକ ସିଲଟ ପ୍ରତିଯୋଗୀତା ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ଚାଲିଥିଲା l ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାଏ ଯୋଗଦାନ କରି…
Read More...

ପଞ୍ଚାୟତ ରାସ୍ତାକୁ ବି ଛାଡ଼ୁନାହାଁନ୍ତି ଖଣି କର୍ତ୍ତୃପକ୍ଷ୍ୟ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ପଞ୍ଚାୟତ ରାସ୍ତାରେ ବର୍ଷା ଦିନରେ କାଦୁଅ ପଚପଚକୁ ଖରା ଦିନରେ ଧୂଳି ଧୂଆଁରେ ଭରପୁର । ହେଲେ ବେଆଇନ ପାର୍କିଂ କିନ୍ତୁ ଫରକ ପଡ଼ୁନି ଖଣି କର୍ତ୍ତୃପକ୍ଷ୍ୟଙ୍କୁ । ତେବେ ହନ୍ତସନ୍ତ ହେଉଛନ୍ତି ନିରୀହ ଆଦିବାସୀ । ଏହି ରାସ୍ତାରେ ଗ୍ରାମ ପଞ୍ଚାୟତ ଓ ଉଚ୍ଚ…
Read More...

ହାଇୱା ଗାଡି ଧକ୍କାରେ ଦୁଇ କିନ୍ନରଙ୍କ ମୃତ୍ୟୁ : ହତ୍ୟା ସନ୍ଦେହ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତାର ବଡ଼ ପୁରୁଣାପାଣି ଛକ ନିକଟରେ ଏକ ହାଇୱା ଗାଡିଟି ସ୍କୁଟିରେ ବସିଥିବା ଦୁଇ କିନ୍ନରଙ୍କୁ ଧକ୍କା ଦେବାରୁ ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।…
Read More...

ଆନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସରେ ସମ୍ମର୍ଦ୍ଧିତ

ସୁନ୍ଦରଗଡ଼ ସଦର (ହେମନ୍ତ ଦେଉରିଆ) : ଅଗଷ୍ଟ ୨୭ ତାରିଖ ରବିବାର ସ୍ଥାନୀୟ ତାଳବଣିଆ ଷ୍ଟାଡିୟମ ଠାରେ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସ ପାଳନ କରାଯାଇଛି। ପ୍ରଥମେ ସକାଳ ୭ ଟା ସମୟରୁ ଶ୍ରୀମନ୍ଦିର ଠାରେ ପ୍ରଦୀପ ପ୍ରଜ୍ଜଳନ କରି ବକ୍ସିଂ ଖେଳାଳୀ ମାନେ ସହର…
Read More...

ଆକ୍ରମଣ କରିବାକୁ ଆସିଥିବା ଦୁର୍ବୁର୍ତ୍ତଙ୍କ ମଧ୍ଯରୁ ଦୁଇ ଜଣକୁ କାବୁକଲେ ସ୍ଥାନୀୟ ଲୋକେ

ରାଉରକେଲା (ବିଜୟ ପ୍ରଧାନ) : ରାଉରକେଲା ସହର ସ୍ଥିତ ଝିରପାଣୀ ଅଞ୍ଚଳରେ ମୁସଲିମ୍ ବସ୍ତି ନିକଟରେ ଜମାଲ ମିଆଁଙ୍କ ପୁତ୍ର ଜାକିର ମିଆଁ ଘରୁ ବାହାରକୁ ବାହାରୁଥିବା ସମୟରେ କିଛି ଲୋକଙ୍କୁ ବୋଲେରୋରେ ଆସିଛିଡା ହେବାର ଦେଖିଥିଲେ ଏବଂ ଅନ୍ଯ ଏକ ବୋଲେରୋରେ ମାରଣାସ୍ତ୍ର ଧରି ଅନ୍ଯ କେତେଜଣ ସେଠାରେ…
Read More...