Browsing Category

World

ସ୍କୁଲ ଭିତରେ ପୁଣି ଫୁଟିଲା ଗୁଳି, ଟଳି ପଡିଲେ ୭

ଆମେରିକର ଏକ ସ୍କୁଲ ଭିତରେ ଆଖିବୁଜା ଗୁଳିକାଣ୍ଡ ଘଟାଇଛି ଆକ୍ରମଣକାରୀ, ନ୍ୟାଶଭିଲ ଖ୍ରୀଷ୍ଟିଆନ ସ୍କୁଲରେ ଜଣେ ସନ୍ଦିଗ୍ଧ ଯୁବତୀ ଏହି ଗୁଳିକାଣ୍ଡ କରିଛି। ଏଥିରେ ୩ ଛାତ୍ର ସମତେ ୭ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକ ଗୁରୁତର ଆହତ ହୋଇଛନ୍ତି, ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି…
Read More...

ଆଦାନୀ ପରେ ହିଣ୍ଡେନବର୍ଗର ନୂଆ ଶୀକାର ଜ୍ୟାକ୍ ଡୋରସି

ଆଦାନୀ ଗ୍ରୁପ ପରେ ଏବେ ଆଉ ଏକ ଫାର୍ମ ବିରୋଧରେ ବଡ଼ ଅଭିଯୋଗ ଆଣିଛି ଆମେରିକୀୟ ସର୍ଟ ସେଲର କମ୍ପାନି ହିଣ୍ଡନବର୍ଗ। ଆଦାନୀ ଗ୍ରୁପର ଜାଲସାଦି ବିଷୟ ଉପରେ ସଙ୍ଗୀନ ଅଭିଯୋଗ ଆଣିବା ପରେ, ଗତକାଲି ମାର୍ଚ୍ଚ ୨୩ ସକାଳେ ନିଜର ନୂଆ ଖୁଲାସା ବାବାଦରେ ଟ୍ୱିଟ୍ କରି ସୂଚନା ଦେଇଥିଲା ହିଣ୍ଡେନବର୍ଗ।…
Read More...

ଏମିତି ବି ହୁଏ ପ୍ରେମ ! ପତ୍ନୀଙ୍କୁ ସରପ୍ରାଇଜ ଦେବାକୁ ଭାଲେନଣ୍ଟାଇନ ଡେରେ ହାତରେ ବାହାଘର ସାର୍ଟିଫିକେଟର ଟାଟୁ କଲେ…

ଏଇ ନିକଟରେ ସରିଛି ପ୍ରେମ ସପ୍ତାହ।ଭାଲେନଣ୍ଟାଇନ ଡେରେ ପ୍ରେମୀ ଯୁଗଳ ଓ ପତିପତ୍ନୀ ପରସ୍ପରକୁ ଅନେକ ଗିଫ୍ଟ ଦେଇ ନିଜ ପ୍ରେମକୁ ପରିପ୍ରକାଶ କରିଛନ୍ତି। ଏ ଅବସରରେ ପ୍ରେମିକାକୁ କିଏ ଦାମୀ ଉପହାର ଦେଇଛି ତ ଆଉ କିଏ ସରପ୍ରାଇଜ ଦେଇ ନିଜ ଭାବନା ସେୟାର କରିଛି। ତେବେ ଏଥରକ ଭାଲେନଣ୍ଟାଇନ୍ ଡେକୁ…
Read More...

ପୁଣି ଛଟେଇ ! ୬୬୫୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ ଡେଲ୍‌ 

ନୂଆଦିଲ୍ଲୀ : ବର୍ତ୍ତମାନ ଅନେକ ବଡ଼ ବଡ଼ କମ୍ପାନୀ ଛଟେଇ ଅଭିଯାନ ଚଳାଇଛନ୍ତି। ଏବେ ଏହି ତାଲିକାରେ ଡେଲ କମ୍ପାନୀ ଯୋଡ଼ି ହେବାକୁ ଯାଉଛି। ଏହାକୁ ନେଇ ଏକ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦାବି କରାଯାଇଛି କି, ଡେଲ୍‌ ୬୬୫୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିପାରେ। ଏହି ଛଟେଇ…
Read More...

ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ, ୨୦୦ ଟପିଲା ମୃତକଙ୍କ ସଂଖ୍ୟା

ଆଜି ସକାଳୁ ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂକଂପରେ ମୃତକଙ୍କ ସଂଖ୍ୟା ୨୦୦ ଟପିଛି । ସ୍ଥାନୀୟ ସମୟ ୪ଟା ୧୭ ମିନିଟରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ଏଥିରେ ୪୪୦ରୁ ଅଧିକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା ବଢି ବଢି ଚାଲିଛି। ଭୂକମ୍ପ ଯୋଗୁ ବଡ…
Read More...

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ

ଇଣ୍ଡୋନେସିଆରେ ହୋଇଛି ଭୟଙ୍କର ଭୂମିକମ୍ପ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ମାଲୁକୁ ଦ୍ୱୀପ ନିକଟ ସମୁଦ୍ର ଭିତରେ ଭୂମିକମ୍ପ ହୋଇଥିବା ଯୋଗୁ ସୁନାମୀ ଆଲର୍ଟ ଜାରି ହୋଇଛି। ପୂର୍ବ ଇଣ୍ଡୋନେସିଆର ଉତ୍ତରପଶ୍ଚିମରେ ଅବସ୍ଥିତ ହାଲ୍‌ମାହେରା ଦ୍ୱୀପଠାରୁ ୧୫୦ କିଲୋମିଟର୍…
Read More...

ୟୁକ୍ରେନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଗୃହମନ୍ତ୍ରୀଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ

କିଭ୍‌: ୟୁକ୍ରେନର କିଭ୍‌ରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କୁହାଯାଉଛି। ଏହି ବିମାନ ଦୁର୍ଘଟଣାରେ ୟୁକ୍ରେନର ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିର୍କିଙ୍କର ବି ମୃତ୍ୟୁ ହୋଇଛି।…
Read More...

ନେପାଳ ବିମାନ ଦୁର୍ଘଟଣା: ୫ ଭାରତୀୟଙ୍କ ସହ ସମସ୍ତ ୭୨ ଯାତ୍ରୀ 

କାଠମାଣ୍ଡୁ: ନେପାଳର ପୋଖରାରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତ ୭୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଜଳି ଯାଇଥିଲା। ୭୨ ସିଟ୍ ବିଶିଷ୍ଟ ୟେତି ATR- ୭୨ ବିମାନରେ ୬୮ ଯାତ୍ରୀ ଓ ୪ କ୍ର୍ୟୁ ମେମ୍ବର ଥିଲେ। ବିମାନଟି ସଂପୂର୍ଣ୍ଣ ଜଳି…
Read More...

ଆମେରିକାରେ ପ୍ରବଳ ଘୂର୍ଣ୍ଣିଝଡ଼, ଗଲା ୯ ଜୀବନ

ଆମେରିକା : ଆମେରିକାର ଓକଲାହୋମା ସହରର ସିଲସିଲେଓ୍ଵାରରେ ଭୟଙ୍କର ଘୂର୍ଣ୍ଣିଝଡ ଯୋଗୁଁ ୯ ଜଣଙ୍କର ପ୍ରାଣହାନୀ ହୋଇଛି। ଏଥିରେ ୧୦୦ ଜଣ ଆହତ ହୋଇଛନ୍ତି। କିଛିଦିନ ପୂର୍ବରୁ ଭୟଙ୍କର ଘୂର୍ଣ୍ଣିଝଡରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା । ସୂଚନା ମୁତାବକ, ମୃତକଙ୍କ ସଂଖ୍ୟା ବଢି ୯ ରେ ପହଞ୍ଚିଛି।…
Read More...

ଚୀନ୍‌ରେ କୋଭିଡ୍‌ ସ୍ଥିତି ସାଂଘାତିକ, ଆସନ୍ତା ମାସରେ ଦିନକୁ ମରିବେ ୨୫ ହଜାର

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଚୀନ୍‌ର କୋଭିଡ୍‌ର ସ୍ଥିତି। ଏବେ ଚୀନ୍‌ରେ ସାଂଘାତିକ ହୋଇଛି ଅବସ୍ଥା। ବ୍ରିଟେନ୍‌ ସଂସ୍ଥାର ଏକ ରିପୋର୍ଟ ମୁତାବକ, ଏବେ ଅତି ଭୟଙ୍କର ସଂକ୍ରମଣ ଦେଖୁଛି ଚୀନ୍‌। ପ୍ରତିଦିନ ୯ ହଜାର ଲୋକଙ୍କ ଜୀବନ ଯାଉଛି। ଆସନ୍ତା ମାସରେ ଏହି ସଂଖ୍ୟା ୨୫ ହଜାର ହେବ। ଚୀନ୍‌ରେ…
Read More...