Browsing Category

Entertainment

ଆଲବମ ନାୟିକା ରୁଚିସ୍ମିତାଙ୍କ ଆତ୍ମହତ୍ୟା

ଜଣାଶୁଣା ସମ୍ବଲପୁରୀ ଆଲବମ ନାୟିକା ରୁଚିସ୍ମିତା ଗୁରୁ କାଲି ରାତିରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଘର ବଲାଙ୍ଗିର ସହରର ତାଲପାଲିପଡ଼ାରେ ହୋଇଥିବାବେଳେ ଗତକାଲି ସେ ମାମୁଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ ଓ ସେଠାରେ ଏକ କୋଠରୀ ଭିତରେ ବେକରେ ରସି ଲଗାଇ ଝୁଲି ପଡିଛନ୍ତି। ଖବର ପାଇ…
Read More...

ପରଲୋକରେ ମାଧୁରୀ ଦୀକ୍ଷିତଙ୍କ ମା

ହିନ୍ଦୀ ସିନେମାର ଅତୁଳନୀୟା ନାୟିକା ମାଧୁରୀ ଦୀକ୍ଷିତଙ୍କ ମା ସ୍ନେହଲତା ଦୀକ୍ଷିତ ଆଜି ନିଜ ମୁମ୍ବାଇ ଓ୍ଵର୍ଲି ବାସଭବନରେ ୯୧ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି, ମୃତ୍ୟୁ ବେଳକୁ ତାଙ୍କ ପାଖରେ ପରିବାରର ସମସ୍ତେ ଉପସ୍ଥିତ ଥିଲେ। ମାଧୁରୀ ଓ ତାଙ୍କ ସ୍ଵାମୀ ଶ୍ରୀରାମ ନେନେ ଟ୍ଵିଟକରି…
Read More...

ଦାଦା ସାହେବ ଫାଲକେ ଆୱାର୍ଡ ଘୋଷିତ: ଦ କାଶ୍ମୀର ଫାଇଲ୍ସ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ମୁମ୍ୱାଇ: ଚଳିତ ବର୍ଷର ଦାଦା ସାହେବ ଫାଲକେ ପୁରସ୍କାର ଘୋଷଣା ହୋଇଛି। ଗତ କାଲି ମୁମ୍ବାଇରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ରଣବୀର ଓ ଆଲିଆଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପୁରସ୍କାର ମିଳିଛି। ଆଲିଆ ଭଟ୍ଟଙ୍କୁ ‘ଗଙ୍ଗୁବାଇ କାଠିଆଓ୍ୱାଡି’ ପାଇଁ ଶ୍ରେଷ୍ଠ…
Read More...

ଜୁନିୟର୍ ଏନଟିଆରଙ୍କ ସାନ ଭାଇ ତାରକା ରତ୍ନଙ୍କର ହୃଦଘାତରେ ପରଲୋକ

ହାଇଦ୍ରାବାଦ: ସାଉଥ୍ ଫିଲ୍ମର ଅଭିନେତା ଜୁନିୟର୍ ଏନଟିଆରଙ୍କ ସାନ ଭାଇ ଅଭିନେତା ତଥା ‘ତେଲୁଗ ଦେଶମ୍ ପାର୍ଟି’ର ନେତା ନନ୍ଦମୁରାଇ ତାରକା ରତ୍ନଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ମାତ୍ର ୩୯ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ଶନିବାର ରାତିରେ ବେଙ୍ଗାଲୁରୁ ସ୍ଥିତ ‘’ନାରାୟଣ ହୃଦୟାଳୟ…
Read More...

ବିଗବସ ୧୬ ହାରିକି ବି ଜିତିଗଲେ! ବିଜେତାଙ୍କଠାରୁ ଅଧିକ ପୁରସ୍କାର ପାଇଛନ୍ତି ପ୍ରିୟଙ୍କା ଚାହର ଚୌଧୁରୀ

ମୁମ୍ବାଇ: ନିକଟରେ ଘୋଷଣା ହୋଇଛି ବିଗବସ ୧୬ର ବିଜେତା। ଏଥରକ ଟିଭି ପରଦାର ସବୁଠାରୁ ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌ ସିଜିନ୍‌-୧୬’ର ବିଜେତା ହୋଇଛନ୍ତି ରାପର୍‌ ଏମ୍‌ସି ଷ୍ଟାନ୍‌। ତାଙ୍କୁ ଟ୍ରଫି ସହିତ ୩୧ ଲକ୍ଷ ଟଙ୍କା ଏବଂ ଏକ ବ୍ରାଣ୍ଡ ନ୍ୟୁ କାର୍‌ ପୁରସ୍କାର ଭାବେ ମିଳିଛି। କିନ୍ତୁ…
Read More...

ବିଗ୍ ବସ୍-୧୬ ଜିତିଲେ ରାପର୍ ଏମ୍ ସି ଷ୍ଟାନ୍, ହାତେଇଲେ ଟ୍ରଫି ସହ ନଗଦ ୩୧.୮୦ ଲକ୍ଷ ଓ ଏକ ବ୍ରାଣ୍ଡ ନ୍ଯୁ କାର୍

ମୁମ୍ବାଇ : କଲର୍ସ ଟିଭିରେ ପ୍ରସାରିତ ହେଉଥିବା ସବୁଠୁ ବଡ଼ ରିଆଲିଟି ଶୋ ବିଗ୍ ବସ୍-୧୬ ର ଟ୍ରଫି ହାତେଇଛନ୍ତି ଏମ୍ ସି ଷ୍ଟାନ୍। ଦୀର୍ଘ ଚାରି ମାସର ଅପେକ୍ଷାର ଶେଷରେ ଅନ୍ତ ଘଟିଛି। ସମସ୍ତଙ୍କୁ ପଛରେ ପକାଇ ରାପର୍ ଏମ୍ ସି ଷ୍ଟାନ୍ ଚଳିତ ବିଗ୍ ବସ୍-୧୬ର ବିଜେତା ହେବା ସେହ ନଗଦ ୩୧ ଲକ୍ଷ…
Read More...

ଭାରତ ମାନଚିତ୍ର ଉପରେ ପାଦ ରଖି ଟ୍ରୋଲ ହେଲେ ଅକ୍ଷୟ, କ୍ଷମା ମାଗିବାକୁ ଦାବି 

ମୁମ୍ବାଇ : ପୁଣି ଥରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଟ୍ରୋଲ ହେବାକୁ ପଡ଼ିଛି।ନିକଟରେ ଅକ୍ଷୟ ତାଙ୍କ ଶୋ’ର ପ୍ରମୋସନାଲ ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ। ଏହି ଭିଡିଓ କ୍ଲିପରେ ଅକ୍ଷୟ କୁମାରଙ୍କ ସହ ଦିଶା ପାଟନୀ, ମୋନି ରୟ, ସୋନମ ବାଜୱା ନଜର ଆସିଥିଲେ। ଭିଡିଓରେ ସମସ୍ତ…
Read More...

ବଲିଉଡ ଗାୟକଙ୍କ ଉପରେ ବୋତଲମାଡ

କର୍ଣ୍ଣାଟକର ହାମ୍ପିରେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ବଲିଉଡର ଲୋକପ୍ରିୟ ଗାୟକ କୈଲାଶ ଖେର୍‌ଙ୍କ ଉପରେ ଆକ୍ରମଣ ହୋଇଛି। ଲାଇଭ୍‌ କନ୍‌ସର୍ଟ ଚାଲୁଥିବା ବେଳେ ତାଙ୍କ ଉପରକୁ ବୋତଲ ଫିଙ୍ଗିଛି ଆକ୍ରମଣକାରୀ। ପୋଲିସ ସଙ୍ଗେ ସଙ୍ଗେ ଆକ୍ରମଣକାରୀକୁ କାବୁକରି ଗିରଫ କରିଛି। କନ୍ନଡ଼ ଗୀତ ବଦଳରେ…
Read More...

ଓସ୍କାର ପାଇଁ ମନୋନୀତ ହେଲା ଆରଆରଆର ଫିଲ୍ମର ନାଟୁ ନାଟୁ ଗୀତ, ପୂର୍ବରୁ ପାଇଛି ଗୋଲଡେନ ଗ୍ଲୋବ ଆୱାର୍ଡ

ମୁମ୍ବାଇ: ଜଣାଶୁଣା ନିର୍ଦ୍ଦେଶକ ଏସଏସ ରାଜାମୌଲିଙ୍କ ଆରଆରଆର ଫିଲ୍ମର ନାଟୁ ନାଟୁ ଗୀତ ଓସ୍କାର ପାଇଁ ମନୋନୀତ ହୋଇଛି। ଚଳିତବର୍ଷ ବେଷ୍ଟ ଅରିଜିନାଲ ସଙ୍ଗ କାଟାଗୋରୀରେ ମୋଟ୍ ୫ଟି ଗୀତ ମନୋନୀତ ହୋଇଥିବା ବେଳେ ସେଥିପାଇଁ ନାଟୁ ନାଟୁ ଅଛି। ପୂର୍ବରୁ ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନାଟୁ ନାଟୁ…
Read More...

ପରଲୋକରେ ସ୍ୱର୍ଗତ ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ, ଲିଭର ଜନିତ ସମସ୍ୟାରେ ଥିଲେ ପୀଡ଼ିତ

କଟକ : ଦିବଂଗତ ବରିଷ୍ଠ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସଙ୍କ ପରଲୋକ ଘଟିଛି। ବର୍ଷେ ତଳେ ମିହିର ଦାସଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ ତାଙ୍କ ସାନ ପୁଅଙ୍କ ମୃତ୍ୟୁ ଘଟିଛି। କଟକ ସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଛି। ସୂଚନା ମୁତାବକ, ଗତ କିଛି ଦିନ ହେଲା ଅକ୍ଳାନ୍ତ…
Read More...