ଦି କେରଳ ଷ୍ଟୋରି ସିନେମା ଉପରୁ ହଟିଲା ପ୍ରତିବନ୍ଧକ

ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରି’ ସିନେମାର ପ୍ରଦର୍ଶନକୁ ନିଷିଦ୍ଧ କରିଥିଲେ ରାଜ୍ୟ ସରକାର, ଏହାକୁ ନେଇ ରୁଜୁ ହୋଇଥିବା ମାମଲାରେ ରାୟଦେଇ ସର୍ବୋଚ୍ଚ ଅଦାଲତ ଆଜି ସରକାର ଜାରି କରିଥିବା ନିଷେଧାଦେଶକୁ ହଟାଇଦେଇଛନ୍ତି୍। ମୁଖ୍ୟ ବିଚାରପତି କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ଯେଉଁ ଆଧାରରେ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ ତାହା ଯୁକ୍ତିଯୁକ୍ତ ନୁହେଁ ! ଏଥିସହ ତାମିଲନାଡୁ ସରକାର ଫିଲ୍ମର ସ୍କ୍ରିନିଂ ଓ ଦର୍ଶକଙ୍କ ସୁରକ୍ଷା ପାଇଁ କଡା ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.