ବଲିଉଡ ଅଭିନେତା ଆୟୂଷ୍ମାନଙ୍କ ପିତୃବିୟୋଗ

ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତା ଆୟୁଷମାନ ଖୁରାନାଙ୍କ ପିତା ଜଣାଶୁଣା ଜ୍ୟୋତିଷ ପି. ଖୁରାନା ଆଜି ଚଣ୍ଡିଗଡ ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ସୂଚନା ମୁତାବକ ଶ୍ରୀ ଖୁରାନା ପୂର୍ବରୁ ଗୁରୁତର ଅସୁସ୍ଥ ଥିବା କାରଣରୁ ମୋହାଲିସ୍ଥିତ ଫୋର୍ଟିସ ହସ୍ପିଟାଲରେ ପୂର୍ବରୁ ଚିକିତ୍ସାଧୀନ ଅବସ୍ଥାରେ ଥିଲେ।
ଆଜି ପଞ୍ଜାବ ବିଶ୍ୱବିଦ୍ୟାଳୟ ପରିସରରେ ଆୟୁଷ୍ମାନଙ୍କୁ ଉପ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ଥିଲା, ମାତ୍ର ପିତାଙ୍କ ମୃତ୍ୟୁ କାରଣରୁ ସେ ଆଜିର ସମାରୋହରେ ଯୋଗଦେଇ ପାରିବେ ନାହିଁ।c

Leave A Reply

Your email address will not be published.