Browsing Category

Entertainment

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନୋଟିସ୍, ଟ୍ୟାକ୍ସ ଭରିନଥିବା ଅଭିଯୋଗ

ବଢ଼ିଲା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଡ଼ୁଆ। ଟ୍ୟାକ୍ସ ଦାଖଲ କରିନଥିବାରୁ ଐଶ୍ୱର୍ଯ୍ୟାଙ୍କୁ ନୋଟିସ୍ କରାଯାଇଥିବା ଜଣାଯାଇଛି। ସୂଚନା ମୁତାବକ, ନାସିକରେ ଐଶ୍ୱର୍ଯ୍ୟାଙ୍କର କିଛି ଜାଗା ଅଛି। କିନ୍ତୁ ସେ ଏକ ବର୍ଷ ଧରି ଟ୍ୟାକ୍ସ ପଇଠ କରିନାହାନ୍ତି। ଟ୍ୟାକ୍ସ ବାବଦକୁ…
Read More...

ଓସ୍କାର ପାଇଁ ଜନ୍ମଦିନ ପାଳିଲେନି ସିଦ୍ଧାର୍ଥ ମାଲହୋତ୍ରା, କଲେ ଏମିତି ପୋଷ୍ଟ

ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ବି-ଟାଉନର ସବୁଠାରୁ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ। ସେ ବଲିଉଡ୍‌ରେ ୨୦୧୨ରେ କରନ୍‌ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ବରୁଣ ଧାଓ୍ଵନ ଏବଂ ଆଲିଆ ଭଟ୍ଟ ତାଙ୍କ କୋ-ଷ୍ଟାର ଭାବେ ନଜର ଆସିଥିଲେ।…
Read More...

ଓଡ଼ିଆ ପରେ ହିନ୍ଦୀରେ ଆସିବ ‘ଦମନ’, ଆଜି ରିଲିଜ ହେଲା ହିନ୍ଦୀ ଟ୍ରେଲର

ଭୁବନେଶ୍ୱର: ଆଜି ରିଲିଜ ହୋଇଛି ବାବୁସାନଙ୍କ ସୁପରହିଟ୍ ଫିଲ୍ମ ‘ଦମନ’ର ହିନ୍ଦୀ ଟ୍ରେଲର। ଏହି ଦମଦାର ଟ୍ରେଲରକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହିତ ଅଛନ୍ତି। ପୂର୍ବରୁ ଓଡ଼ିଆ ଭାଷାରେ ରିଲିଜ ହୋଇଥିବା ସୁପରହିଟ୍ ଫିଲ୍ମ ‘ଦମନ’ ଏବେ ହିନ୍ଦୀ ଭାଷାରେ ପରଦାକୁ ଆସିବ। ଆଜି ବଲିଉଡ୍ ପ୍ରଯୋଜନା ସଂସ୍ଥା…
Read More...

ଚତୁର୍ଥ ବିବାହ କରିବାକୁ ଯାଉଛନ୍ତି ସୁପରଷ୍ଟାର ମହେଶ ବାବୁଙ୍କ ଭାଇ, ପ୍ରେମିକାଙ୍କ ସହ ସେୟାର କଲେ ଲିପ୍ ଲକ୍ ଭିଡିଓ

ସୁପରଷ୍ଟାର ମହେଶ ବାବୁଙ୍କ ସାବତ ଭାଇ ନରେଶ ବାବୁ ଚତୁର୍ଥ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି। ନୂଆ ବର୍ଷ ଆରମ୍ଭରେ ସେ ସାଉଥ୍‌ ଅଭିନେତ୍ରୀ ପବିତ୍ରା ଲୋକେଶଙ୍କ ସହ ତାଙ୍କର ବିବାହକୁ ନେଇ ଘୋଷଣା କରିଥିଲେ। ଏବେ ଏ ନେଇ ଅଭିନେତାଙ୍କ ତୃତୀୟ ପତ୍ନୀ ରାମ୍ୟା ରଘୁପତିଙ୍କ ପ୍ରତିକ୍ରିୟା…
Read More...

ନୂଆବର୍ଷରେ ରଣବୀର କପୁରଙ୍କ ‘ଆନିମଲ୍‌’ର ଫାଷ୍ଟ ଲୁକ୍‌ ରିଲିଜ

ନୂଆବର୍ଷକୁ ସ୍ୱାଗତ କରି ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଆନିମଲ୍‌’ର ଫାଷ୍ଟ ଲୁକ୍‌ ପୋଷ୍ଟର ରିଲିଜ ହୋଇଛି। ଯାହାକୁ ଦେଖି ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି। ଆନିମଲ୍‌ ପୋଷ୍ଟରରେ ରଣବୀର କପୁରଙ୍କ ଏକ ଭିନ୍ନ ଲୁକ୍‌ ଦେଖିବାକୁ ମିଳିଛି। ଫିଲ୍ମ ଆନାଲିଷ୍ଟ ତରଣ ଆଦର୍ଶ ଏହାକୁ…
Read More...

ଓସ୍କାର ଦୌଡ଼ରେ କାନ୍ତାରା

ସମ୍ମାନଜନକ ଓସ୍କାର ପୁରସ୍କାର ପ୍ରତିଯୋଗିତାରେ ସାମିଲ ହୋଇଛି ଚଳିତ ବର୍ଷର ସବୁଠାରୁ ବଡ ବ୍ଲକବଷ୍ଟର ଫିଲ୍ମ ‘କାନ୍ତାରା’। ମୌଳିକ କାହାଣୀକୁ ନେଇ ବକ୍ସ ଅଫିସରେ ଦମଦାର ବ୍ୟବସାୟ କରିବା ସହିତ ସବୁ ଶ୍ରେଣୀର ଦର୍ଶକଙ୍କ ଦ୍ଵାରା ପ୍ରଶଂସିତ ହୋଇଥିବା ଏହି ଚଳଚ୍ଚିତ୍ର ଏବେ ଓସ୍କାର-୨୦୨୩ ଦୌଡ଼ରେ…
Read More...

ମହେଶ ବାବୁଙ୍କ ବାପା କୃଷ୍ଣାଙ୍କ ୭୯ ବର୍ଷ ବୟସରେ ଦେହାନ୍ତ

ଆଜି ଭୋର୍‌ ୪ଟାରୁ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ତେଲୁଗୁ ସୁପରଷ୍ଟାର କୃଷ୍ଣା । ୨ ମାସ ତଳେ ମା’ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ସୁପରଷ୍ଟାର ମହେଶ ବାବୁ ଏବେ ବାପା ମଧ୍ୟ ଚାଲିଗଲା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଅଭିନେତା କୃଷ୍ଣା ଗତ ରବିବାର ଦିନ ହୃଦଘାତର ଶିକାର ହୋଇ…
Read More...

ନଖ ଚୋବାନ୍ତି ବେବୋ, ଲୋକଙ୍କୁ ଅନାନ୍ତି ଦୀପିକା

କିଛି ବଲିଉଡ ସିନେତାରକାଙ୍କର ଅଛି ବିଚିତ୍ର ରୁଚି ଓ ଅଦ୍ଭୁତ ଅଭ୍ୟାସ ! ଦୀପିକା ପାଦୁକୋନ ଲୋକଙ୍କ ମୁହଁକୁ ଅପଲକ ଆଖିରେ ଅନାଇ ରହନ୍ତି, ସେ କହନ୍ତି ଯେ ଏଇଟା ତାଙ୍କର ଆଦତରେ ପଡିଯାଇଛି ! ଲୋକଟିର ମନରେ କଣ ଅଛି ଜାଣିବାକୁ ସେ ଏମିତି ଅନାନ୍ତି ! ବଲିଉଡ଼ର ଚୁଲବୁଲ ବେବୋ କରିନା କପୁର…
Read More...

୭୧ ବର୍ଷ ବୟସରେ ପର୍ବତ ଆରୋହଣ କଲେ ନାନା

ବଲିଉଡ଼ର ପାଓ୍ଵାରପ୍ଲସ୍ ନାୟକ ନାନା ପାଟକର ଏବେ ନିର୍ଦ୍ଦେଶକ ବିପୁଲ ମେହେଟ୍ଟାଙ୍କ ଏକ ମରାଠୀ ଫିଲ୍ମର ସୁଟିଙ୍ଗରେ ଉତ୍ତରାଖଣ୍ଡରେ ଅଛନ୍ତି । ସୁଟିଙ୍ଗରୁ ସମୟ ବାହାର କରି ସେ ବିପୁଲଙ୍କ ସହ ଏକ ପର୍ବତ ଆରୋହଣ କରୁଥିବାର ଭିଡିଓ ଏବେ ନାନାଙ୍କ ଫ୍ଯାନ୍ ମହଲରେ ଭାଇରାଲ ହୋଇଛି। ଉଭୟ ନାନା ଓ…
Read More...

ବଲିଉଡ ସୁନ୍ଦରୀଙ୍କ କରଓ୍ଵା ଚୌଥ

ଗତକାଲି ଥିଲା କରଓ୍ଵା ଚୌଥ, ପତିଙ୍କ ଦୀର୍ଘଜୀବନ କାମନା କରି ଏହି ବ୍ରତ ପାଳନ କରନ୍ତି ପତ୍ନୀ ! କାଲି କାଟ୍ରିନା କୈଫ୍, ଅଙ୍କିତା ଲୋଖାଣ୍ଡେ, ଶୀତଲ ଠାକୁର ଓ ମୌନୀ ରାୟ ଆଦି ବହୁ ବଲିଉଡ ଅଭିନେତ୍ରୀ କରଓ୍ଵା ଚୌଥ ପାଳନ କରିଛନ୍ତି । କାଟ୍ରିନା ଓ ଭିକି କୌସଲ ଗତ ଡିସେମ୍ବର ମାସରେ ବିବାହ…
Read More...