Browsing Category

Entertainment

ପରଲୋକରେ କେକେ

ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେ ଆଉ ନାହାନ୍ତି। ଗତକାଲି ରାତିରେ ତାଙ୍କର ପରଲୋକ ହୋଇଯାଇଛି। କୋଲକାତାର ନଜୁରଲ ମଣ୍ଡପରେ କନସର୍ଟରେ ଗାଇବା ପରେ ସେ ହଠାତ୍‌ ଅସୁସ୍ଥ ହୋଇ ତଳେ ପଡିଗଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ସିଏମଆରଆଇ ହସ୍ପିଟାଲରେ ଭର୍ତ୍ତି…
Read More...

ବିଶ୍ୱ ତମ୍ବାଖୁ ବର୍ଜନ ଦିବସରେ ଜାଣନ୍ତୁ କେଉଁ ବଲିବୁଡ଼ ତାରକା ଛାଡିଚନ୍ତି ଧୁମ୍ରପାନ

ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ - ସିଗାରେଟ୍ ଲେବଲ୍ ତଳେ ଥିବା ଏହି ଲେଖା ଆମ ଦୃଷ୍ଟି ଆକର୍ଷଣ କରିବାରେ ପ୍ରାୟତଃ ବିଫଳ ହୁଏ, ହେଲେ ଅନେକ ବଲିଉଡ ସେଲିବ୍ରିଟି ଏହାକୁ ଗମ୍ଭୀରତାର ସହ ନେଇ ଛାଡିଚନ୍ତି ଧୁମ୍ରପାନ । ବିଶ୍ୱ ତମ୍ବାଖୁ ବର୍ଜନ ଦିବସରେ ଜାଣନ୍ତୁ କେଉଁମାନେ ଧୁମ୍ରପାନ…
Read More...

818.73 କୋଟି ଟଙ୍କା ଆୟ କରିସାରିଲାଣି କେଜିଏଫ – ୨

ଟଲିଉଡ ଷ୍ଟାର ୟଶ ଦ୍ୱାରା ଅଭିନୀତ ‘କେଜିଏଫ - ୨’ ଦ୍ୱିତୀୟ ସପ୍ତାହ ଶେଷ ସୁଦ୍ଧା ବକ୍ସ ଅଫିସରେ 818.73 କୋଟି ଟଙ୍କା ରୋଜଗାର କରିବା ପରେ ସପ୍ତମ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି। ଏହା ସହିତ ରଜନୀକାନ୍ତଙ୍କ 2.0 ରେକର୍ଡ ଭାଙ୍ଗିଛି ଯାହା 800 କୋଟି ଟଙ୍କା ରୋଜଗାର…
Read More...

ତମାଖୁ ବିଜ୍ଞାପନ କରି ପଚତାଇଲେ ଅକ୍ଷୟ, ଇନଷ୍ଟା ପୋଷ୍ଟ ମାଧ୍ୟମରେ ଭୁଲ ମାଗିଲେ

କିଛି ଦିନ ତଳେ ବିଭିନ୍ନ ଟିଭି ଚାନେଲରେ ଭିମଲ ଇଲାଇଚିର ବିଜ୍ଞାପନ ଦେଖିବାକୁ ମିଳିଥିଲା । ଏଥିରେ ବଲିବୁଡ଼ ବାଦଶାହ ଶାହାରୁଖ ଖାନ୍ ଏବଂ ଅଜୟନ ଦେବଗନଙ୍କ ସହ ଖିଲାଡୀ ଅକ୍ଷୟ କୁମାର ନଜର ଆସିଥିଲେ । ତେବେ ଏହି ବିଜ୍ଞାପନକୁ ଦେଖି ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରୋଲ ହୋଇଥିଲେ ଅକ୍ଷୟ । ସବୁ…
Read More...

କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ଘଟଣାରେ 10 ବର୍ଷ ପାଇଁ ବ୍ୟାନ ହେଲେ ୱିଲ୍ ସ୍ମିଥ୍

ଏକାଡେମୀ ପୁରସ୍କାରରେ କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ପରେ ଅଭିନେତା ୱିଲ୍ ସ୍ମିଥ୍ ଏକାଡେମୀ ମୋସନ୍ ଅଫ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସ ଦ୍ୱାରା ଆସନ୍ତା ଦଶ ବର୍ଷ ପାଇଁ ଓସ୍କାରରେ ଯୋଗଦେବାକୁ ବାରଣ କରାଯାଇଛି । ଅଧକ୍ଷ ଡେଭିଡ ରୁବିନ୍ ଏବଂ ସିଇଓ ଡନ୍ ହଡସନଙ୍କ ଦ୍ୱରା ପଠାଯାଇଥିବା…
Read More...

10 ଦିନରେ 800 କୋଟି କଲେକ୍ସନ କରିଛି “RRR”

ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କ ବଡ ବଜେଟ୍ ଚଳଚ୍ଚିତ୍ର RRR ଗୋଟିଏ ପରେ ଗୋଟିଏ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିବାରେ ଲାଗିଛି। ବକ୍ସ ଅଫିସରେ ଗାଙ୍ଗୁବାଇ କାଥିଆୱାଡି, କାଶ୍ମୀର ଫାଇଲ ଏବଂ ବାହୁବଲୀ (ହିନ୍ଦୀ) କୁ ଅତିକ୍ରମ କରିବା ପରେ RRR ବର୍ତ୍ତମାନ ବକ୍ସ ଅଫିସରେ ସୁପରଷ୍ଟାର ରଜନୀକାନ୍ତଙ୍କ…
Read More...

ମାସକ ପାଇଁ ବନ୍ଦ ହେବ “ଦି କପିଲ ଶର୍ମା ଶୋ”

କିଛି ଦିନ ପାଇଁ ଅସ୍ଥାୟୀ ଭାବେ କପିଲ ଶର୍ମା ଶୋ ବନ୍ଦ ହେବାକୁ ଯାଉଛି ଏବଂ ଏହାର କାରଣ ହେଉଛନ୍ତି ନିଜେ କପିଲ ଶର୍ମା । ଶୁଣିବାକୁ ମିଳୁଛି ଯେ ପ୍ରାୟ ଏକ ମାସ ପାଇଁ ବନ୍ଦ ହେବାକୁ ଯାଉଛି କପିଲ ଶର୍ମା ଶୋ । ଏହା ପଛରେ କାରଣ ହେଉଛି କପିଲଙ୍କ ଆଗାମୀ ଆମେରିକୀୟ ଯାତ୍ରା। ସୂଚାନୁସାରେ ଜୁନ୍…
Read More...

ଦ କଶ୍ମୀର ଫାଇଲ୍ସର ନିର୍ଦ୍ଦେଶକଙ୍କୁ Y କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ

‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ Y କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ ପରସେପସନ ରିପୋର୍ଟକୁ ଆଧାର କରି ମନ୍ତ୍ରଣାଳୟ ପକ୍ଷରୁ ବିବେକଙ୍କୁ ଏହି ସୁରକ୍ଷା ପ୍ରଦାନ ଦିଆଯାଇଛି ।…
Read More...

ପୋଲିଂ ବୁଥ ପରିଦର୍ଶନ କରିବା ସୋନୁ ସୁଦଙ୍କୁ ପଡିଲା ମହଙ୍ଗା

ପଞ୍ଜାବ : ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ମୋଗାର ମତଦାନ କେନ୍ଦ୍ର ପରିଦର୍ଶନରୁ ନିବୃତ୍ତ କରାଯାଇଥିବା ଖବର ଅସମନକୁ ଆସିଛି । ANI ରିପୋର୍ଟ ଅନୁଯାୟୀ, ସେ ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ପାଇବା ପରେ ନିର୍ବାଚନ ଆୟୋଗ ସୋନୁଙ୍କୁ ବାରଣ କରିଥିଲେ। ଅଧିକାରୀମାନେ ନିଶ୍ଚିତ କରିଛନ୍ତି…
Read More...

ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ବା ସଙ୍ଗୀତ ନିର୍ଦ୍ଦେଶକ ବାପି ଲେହେରିଙ୍କ ପରଲୋକ

ମୁମ୍ବାଇ: ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲେହେରିଙ୍କ ପରଲୋକ । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଗତକାଲି ରାତି ପାଖାପାଖି ୧୧ଟା ବେଳେ ମୁମ୍ବାଇ ଜୁହୁ ସ୍ଥିତ କ୍ରିଟି କେୟାର ହସ୍ପିଟାଲରେ ପ୍ରାଣତ୍ୟାଗ କରିଛନ୍ତି । ମୃତ୍ୟୁ…
Read More...