ନଖ ଚୋବାନ୍ତି ବେବୋ, ଲୋକଙ୍କୁ ଅନାନ୍ତି ଦୀପିକା

କିଛି ବଲିଉଡ ସିନେତାରକାଙ୍କର ଅଛି ବିଚିତ୍ର ରୁଚି ଓ ଅଦ୍ଭୁତ ଅଭ୍ୟାସ !

ଦୀପିକା ପାଦୁକୋନ ଲୋକଙ୍କ ମୁହଁକୁ ଅପଲକ ଆଖିରେ ଅନାଇ ରହନ୍ତି, ସେ କହନ୍ତି ଯେ ଏଇଟା ତାଙ୍କର ଆଦତରେ ପଡିଯାଇଛି ! ଲୋକଟିର ମନରେ କଣ ଅଛି ଜାଣିବାକୁ ସେ ଏମିତି ଅନାନ୍ତି !

ବଲିଉଡ଼ର ଚୁଲବୁଲ ବେବୋ କରିନା କପୁର ନିଜ ନଖକୁ ଦାନ୍ତରେ ଛିଣ୍ଡାଇ ଚୋବାନ୍ତି ! ରୋମାଞ୍ଚିନୀ ସିନେ ନାୟିକା ସନ୍ନି ଲିଓନ ପ୍ରତି ୧୫ ମିନିଟରେ ନିଜ ପାଦ ଧୁଅନ୍ତି ! ଆଲିଆ ଭଟ ପୁରୁଷମାନେ ବ୍ଯବହାର କରୁଥିବା ଡିଓଡରାଣ୍ଟ ବ୍ଯବହାର କରନ୍ତି !

ଅମୀର ଖାନ୍ ସାଓ୍ଵାରରେ ଗୋଧୋଇବାକୁ ପସନ୍ଦ କରନ୍ତି ନାହିଁ, ଦିନ ଦିନ ଧରି ନଗାଧୋଇ ରହିଯାଆନ୍ତି ଅମୀର । ଜନ ଆବ୍ରାହିମ ଯେଉଁଠି ବସିପଡିବେ, ସାଙ୍ଗେ ସାଙ୍ଗେ ଗୋଡ ହଲେଇବା ଆରମ୍ଭ କରି ଦିଅନ୍ତି ! ଶାହାରୁଖ ଖାନଙ୍କର ଜିନ ପିନ୍ଧିବାରେ ବହୁତ ସଉକ, ତାଙ୍କର ଅଛି ୧୫୦୦ ହଳରୁ ଅଧିକ ଜିନ୍ ପୋଷାକ !

Leave A Reply

Your email address will not be published.