‘ଟୁଇଟର’ର ନବକଳେବର : ସବୁ ପଦସ୍ଥ ଅଧିକାରୀ ବହିଷ୍କୃତ

ସାମାଜିକ ଗଣମାଧ୍ୟମ ନେଟୱର୍କ ‘ଟୁଇଟର’କୁ କିଣିବା ପରେ ଏଲନ ମସ୍କ ଏହାର ସବୁ ପୁରାତନ ପଦସ୍ଥ ଅଧିକାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ବହିଷ୍କୃତ ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ପରାଗ ଅଗ୍ରୱାଲ, ମୁଖ୍ୟ ବିତ୍ତ ଅଧିକାରୀ ନେଡ୍‌ ସେଗଲ ଓ ବିଧି ଅଧିକାରୀ ବିଜୟ ଗାଡ୍ଡେ ପ୍ରମୁଖ। ‘ଦି ୱାସିଂଟନ୍‌ ପୋଷ୍ଟ୍‌’ ଏବଂ ‘ସିଏନ୍‌ବିସି’ରେ ପ୍ରସାରିତ ରିପୋର୍ଟରୁ ‘ଟୁଇଟର’ର ଏହି ନବକଳେବର ବିଷୟ ଜଣା ପଡିଛି ।

Leave A Reply

Your email address will not be published.