ଫେକ ଏନକାଉଣ୍ଟରରେ ଉତ୍ତର ପ୍ରଦେଶ ସବୁଠୁ ଆଗରେ

ଜାତୀୟ ମାନବାଧିକାର କମିଶନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଫେକ ଏନକାଉଣ୍ଟର କରି ହତ୍ୟା କରିବା କ୍ଷେତ୍ରରେ ଦେଶରେ ପହିଲା ନମ୍ବରରେ ଅଛି ଉତ୍ତର ପ୍ରଦେଶ। ଏଠାରେ ଗତ ୧୦ ବର୍ଷରେ ସର୍ବାଧିକ ୨୩୧ଟି ଫେକ ପୋଲିସ ଏନକାଉଣ୍ଟର ଅଭିଯୋଗ ହୋଇଥିବା ବେଳେ ଆସାମରୁ ୬୮ଟି ଫେକ୍ ଏନକାଉଣ୍ଟର ଅଭିଯୋଗ ପଂଜୀକୃତ ହୋଇଛି। ଓଡ଼ିଶାରେ ଗତ ୧୦ ବର୍ଷରେ ପୋଲିସ ଋନକାଉଣ୍ଟରରେ ୯୫ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି, ଏଗୁଡିକ ମଧ୍ୟରୁ ୬୦ଟି ଋନକାଉଣ୍ଟର ଫେକ୍ ବୋଲି ଜଣାପଡିଛି।

Leave A Reply

Your email address will not be published.