Browsing Category

Sports

ପ୍ରଥମ ଦିନିକିଆରେ ଶୁବମାନଙ୍କ ଦମଦାର ୨୦୮

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ପ୍ରଥମ ଦିନିକିଆ କ୍ରିକେଟ ମ୍ଯାଚରେ ଭାରତ ୮ ଓ୍ଵିକେଟ୍ ହରାଇ ବିଶାଳ ୩୪୯ ରନ କରିଛି। ଓପନର ଶୁବମାନ ଗିଲ୍ ଦେଖାଇଛନ୍ତି ଆକ୍ରମକ କମାଲ, କିଓ୍ଵି ବୋଲରଙ୍କୁ ନିର୍ଧୁମ ପ୍ରହାର କରି ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ସେ ହାସଲ…
Read More...

ବିଶ୍ଵକପ ହକିରେ ଭୂଲଭଟକା

ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଗତକାଲି ଏକ ଗୁରୁତର ପରିଚାଳନାଗତ ତୃଟି ସାମ୍ନାକୁ ଆସିଛି। ମଙ୍ଗଳବାର ଦିଡ ପୁଲ୍-ବିର ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ମ୍ଯାଚରେ ଗୋଟିଏ ସମୟରେ ଜାପାନର ୧୨ଜଣ ଖେଳାଳି ପଡିଆରେ ଖେଳୁଥିବାର ଦେଖାଯାଇଥିଲା। ଖେଳର ନିୟମ ଅନୁସାରେ ପଡିଆରେ…
Read More...

ବିଶ୍ଵକପ ହକି ତାରକା ହାର୍ଦ୍ଧିକ ସିଂ ଜଖମ

ଗତ 15 ତାରିଖରେ 2023 ବିଶ୍ଵକପ ହକିର ପୁଲ-D ଇଂଲଣ୍ଡ ବିପକ୍ଷ ମ୍ୟାଚ ଖେଳୁଥିବା ସମୟରେ ଭାରତର ମଧ୍ୟମ ଭାଗ ଖେଳାଳି ହାର୍ଦ୍ଧିକ ସିଂ ଆଣ୍ଠୁରେ ଆଘାତ ପାଇ ଜଖମ ହୋଇଛନ୍ତି , ଆଜି ଏଠାରେ ତାଙ୍କର ଏମ ଆର ଆଇ କରାଯାଇଛି । ସେ ଆଗାମୀ 19 ତାରିଖ ମ୍ୟାଚ ଖେଳିପାରିବେ କି ନାହିଁ-ତାହା ଡାକ୍ତରଙ୍କ…
Read More...

ଆଜିଠୁ ହକି ମହାକୁମ୍ଭ: ମୁହାଁମୁହିଁ ହେବେ ଆର୍ଜେଣ୍ଟିନା-ସାଉଥ ଆଫ୍ରିକା ଓ ଅଷ୍ଟ୍ରେଲିଆ- ଫ୍ରାନ୍ସ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ହକି ମହାକୁମ୍ଭ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିଅମରେ ଓଡ଼ିଶା ହକି ପୁରୁଷ ବିଶ୍ଵକପ୍ ଆରମ୍ଭ ହେବ। ଆଜି କଳିଙ୍ଗ ଷ୍ଟାଡିଅମରେ ମୁହାଁମୁହିଁ ହେବେ ୪ ଟି ଶକ୍ତିଶାଳୀ ହକି ଦଳ। ଆର୍ଜେଣ୍ଟିନାକୁ ସାମ୍ନା କରିବ ସାଉଥ…
Read More...

ସାବୁନ ବଦଳରେ ମୁହଁରେ ଲଗାନ୍ତୁ ଆଳୁ, ଚମକିବ ଚେହେରା

ସମସ୍ତଙ୍କ ଘରେ ବ୍ୟବହାର ହେଉଥିବା ଏକ ସାଧାରଣ ପରିବା ହେଉଛି ଆଳୁ। ସବୁ ତରକାରୀ, ଭଜାରେ ଆଳୁ ବ୍ୟବହୃତ ହୋଇଥାଏ। ଆଳୁରେ ଅଧିକ ପରିମାଣରେ ଷ୍ଟାଚ୍‌ ରହିଥାଏ। ତ୍ୱଚାର ଦାଗ ଦୂର କରିବାରେ ମଧ୍ୟ ଆଳୁ ସାହାଯ୍ୟ କରେ। ଆଖିତଳ କଳା ପଡ଼ୁଥିଲେ ଆଳୁ ଘଷିବା ଦ୍ୱାରା କଳାପଣ ଦୂର ହୋଇଥାଏ। ତେବେ…
Read More...

ଡିଭାଇଡରରେ ପିଟି ହୋଇ ଜଳିଗଲା ଋଷଭ ପନ୍ତଙ୍କ ଗାଡ଼ି, ଦେଖନ୍ତୁ ସିସିଟିଭି ଫୁଟେଜ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଆଗଧାଡ଼ିର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଦିଲ୍ଲୀରୁ ଫେରୁଥିବା ବେଳେ ମାଙ୍ଗାଲୋର କୋଟୱାଲୀର ଏନ.ଏଚ ୫୮ରେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କାର ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା।…
Read More...

କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେ ଆଉ ନାହାନ୍ତି

ବ୍ରାଜିଲ୍‌ର କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେ ଆଉ ନାହାନ୍ତି, ଗତକାଲି ଗୁରୁବାର ବିଳମ୍ବିତ ରାତିରେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ତାଙ୍କ ମୃତ୍ୟୁରେ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି। ପେଲେ ହେଉଛନ୍ତି ୩ ଥର ଫିଫା ବିଶ୍ବକପ୍ ଜିତିବାର ଗୌରବ ହାସଲ କରିଥିବା ବିଶ୍ବର…
Read More...

ଅର୍ଜୁନ ପୁରସ୍କାର ବିଜୟିନୀ ଦୀପଗ୍ରେସଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

୨୦୨୨ ବର୍ଷ ପାଇଁ ଓଡ଼ିଶାର ମହିଳା ହକି ତାରକା ଦୀପ ଗ୍ରେସ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ଵିଟ କରି ମୁଖ୍ୟମନ୍ତ୍ରୀ ଦୀପଗ୍ରେସଙ୍କ ସର୍ବ ସଫଳତା କାମନା କରି କହିଛନ୍ତି ଯେ ଦେଶ ପାଇଁ ସେ ଯଶ ଓ ଗୌରବ ଅର୍ଜନ…
Read More...

ହକି : ପ୍ରାଇଡ ଅଫ ସୁନ୍ଦରଗଡ ଅଭିଯାନ

୨୦୨୩ ବିଶ୍ଵକପ ହକି ପାଇଁ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଏବେଠୁ ସାଦର କରିଛି 'ସୁନ୍ଦରଗଡ଼ ଗୌରବ' ଅଭିଯାନ ! ଭାରତୀୟ ହକିକୁ ସୁନ୍ଦରଗଡ଼ର ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ, ଏହାର ଲୋକପ୍ରିୟତାକୁ ବର୍ଣାଢ୍ଯ ଭାବେ ପ୍ରଚାରିତ କରିବା ଏହି ଅଭିଯାନର ଲକ୍ଷ୍ୟ ବୋଲି କୁହାଯାଇଛି। ଜାନୁଆରୀ…
Read More...

ପୁରୁଷ ଓ ମହିଳା ଖେଳାଳିଙ୍କୁ ମିଳିବ ସମାନ ମ୍ଯାଚଫିଜ୍

ପୁରୁଷ କ୍ରିକେଟ ଖେଳାଳିଙ୍କ ତୁଳନାରେ ମହିଳା ଖେଳାଳିଙ୍କୁ କମ ପରିମାଣର ମ୍ଯାଚ ଫିଜ୍ ମିଳୁଥିଲା, ଏହି ତାରତମ୍ୟକୁ ବିସିସିଆଇ ଦୂର କରିଛି। ଭାରତୀୟ କ୍ରିକେଟ ବୋର୍ଡର ସଚିବ ଜୟ ଶାହା ଆଜି ଟ୍ଵିଟ କରି ଜଣାଇଛନ୍ତି ଯେ କ୍ରିକେଟରୁ ଲିଙ୍ଗଗତ ତାରତମ୍ୟ ଦୂର ହୋଇଛି, ଏବେ ବିସିସିଆଇ ପାଇଁ ଖେଳୁଥିବା…
Read More...