ବିଶ୍ଵକପ ହକି ତାରକା ହାର୍ଦ୍ଧିକ ସିଂ ଜଖମ

ଗତ 15 ତାରିଖରେ 2023 ବିଶ୍ଵକପ ହକିର ପୁଲ-D ଇଂଲଣ୍ଡ ବିପକ୍ଷ ମ୍ୟାଚ ଖେଳୁଥିବା ସମୟରେ ଭାରତର ମଧ୍ୟମ ଭାଗ ଖେଳାଳି ହାର୍ଦ୍ଧିକ ସିଂ ଆଣ୍ଠୁରେ ଆଘାତ ପାଇ ଜଖମ ହୋଇଛନ୍ତି , ଆଜି ଏଠାରେ ତାଙ୍କର ଏମ ଆର ଆଇ କରାଯାଇଛି । ସେ ଆଗାମୀ 19 ତାରିଖ ମ୍ୟାଚ ଖେଳିପାରିବେ କି ନାହିଁ-ତାହା ଡାକ୍ତରଙ୍କ ଅନୁଧ୍ୟାନ ପରେ ଜଣା ପଡିବ ।

Leave A Reply

Your email address will not be published.