କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେ ଆଉ ନାହାନ୍ତି

ବ୍ରାଜିଲ୍‌ର କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେ ଆଉ ନାହାନ୍ତି, ଗତକାଲି ଗୁରୁବାର ବିଳମ୍ବିତ ରାତିରେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ତାଙ୍କ ମୃତ୍ୟୁରେ ସାରା ବିଶ୍ୱରେ ଶୋକର ଛାୟା ଖେଳିଯାଇଛି। ପେଲେ ହେଉଛନ୍ତି ୩ ଥର ଫିଫା ବିଶ୍ବକପ୍ ଜିତିବାର ଗୌରବ ହାସଲ କରିଥିବା ବିଶ୍ବର ଏକମାତ୍ର ଖେଳାଳି ! ଯିଏକି ତିନି ଥର ଫିଫା ବିଶ୍ବକପ୍ ଜିତିବାର ଗୌରବ ହାସଲ କରିଛନ୍ତି। ୧୬ ବର୍ଷ ବୟସରୁ ଆନ୍ତର୍ଜାତିକ କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ଏହି ମହାନ ଖେଳାଳି ୯୨ ମ୍ୟାଚ୍‌ରେ ୭୭ ‌ଗୋଲ୍‌ ଦେଇ ସର୍ବକାଳୀନ ରେକର୍ଡ ସ୍ଥାପନ କରିଛନ୍ତି।

Leave A Reply

Your email address will not be published.