Browsing Category

Sports

କୋହଲିଙ୍କୁ ଗିରଫ କର : ସୋସିଆଲ ମେଡିଆରେ ଝଡ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଗିରଫ କରିବାକୁ ଆଜି ସକାଳୁ ସାମାଜିକ ଗଣମାଧ୍ୟମରେ ଜୋରଦାର ଦାବି ହେଉଛି। ଏହା ପଛରେ ଥିବା କାରଣ ସମ୍ପର୍କରେ ମିଳିଥିବା ସୂଚନାରୁ ଜଣା ପଡିଛି ଯେ ପୂର୍ବ ଅଧିନାୟକ ବିରାଟ କୋହଲି ଓ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମାଙ୍କ…
Read More...

ବିନ୍ନି ହେବେ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଧ୍ଯକ୍ଷ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ଯକ୍ଷ ଥିବା ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ, ସେ ଏହି ପଦରେ ଦ୍ଵିତୀୟ ଥର ମୁକରିର ରହିବାର ସମ୍ଭାବନା କ୍ଷୀଣ ହୋଇଯାଇଛି। ତାଙ୍କ ସ୍ଥାନରେ କ୍ରିକେଟ ତାରକା ରୋଜର ବିନ୍ନି ଅଧ୍ୟକ୍ଷ ହେବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି, ବିସିସିଆଇ…
Read More...

ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଝଟକା

ଭାରତୀୟ ଦଳର ଦ୍ରୁତ ତମ ବୋଲର ଯଶପ୍ରୀତ ବୁମରା ଆହତ କାରଣରୁ ୨୦୨୨ ଟି-୨୦ ବିଶ୍ୱକପରୁ ବାଦ ପଡିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ପୂର୍ବର ଅଭ୍ୟାସ ବେଳେ ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ ହେତୁ ସେ ମ୍ୟାଚରୁ ବାଦ ପଡିଥିଲେ। ତେବେ ପୂର୍ବରୁ ମଧ୍ୟ ଏସିଆ କପ ଭି…
Read More...

ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି 

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବରେ ଦିଲ୍ଲୀପ ହକି ଇଣ୍ଡିଆର ସଭାପତି ହୋଇଛନ୍ତି। ନିର୍ଦ୍ଵନ୍ଦରେ ନିର୍ବାଚିତ ହେବା ପରେ ଦିଲ୍ଲୀପ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅକ୍ଟୋବର…
Read More...

ଭାରତୀୟ ଟିମ୍‌ର ଷ୍ଟାର ଓପନର ରବିନ ଉଥପ୍ପା ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି

ଭାରତୀୟ ଟିମ୍‌ର ଷ୍ଟାର ଓପନର ରବିନ ଉଥପ୍ପା ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି । ସେ ସମସ୍ତ ଫର୍ମାଟ ଓ ଭାରତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । 2007 ମସିହା ରେ ଭାରତ ଟି-20 ବିଶ୍ୱକପ ଜିତିଥିଲା ଉଥପ୍ପା ସେହି ସମୟରେ ଜଣେ ଭଲ ଓପନର ଭାବେ ଜଣାଶୁଣା ଥିଲେ। ସେତବେଳେ…
Read More...

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ସିନ୍ଧୁ

ଇଂଲଣ୍ଡର ବିରମିଙ୍ଗହାମ ଠାରେ ଖେଳାଯାଉଥିବା କମନୱେଲଥ ଗେମ୍ସ - 2022ରେ ଭାରତ ପାଇଁ ବ୍ୟାଡ଼ମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିଣିଛନ୍ତି ପି.ଭି.ସିନ୍ଧୁ, କାନାଡ଼ାର ମିଚେଲ ଲି"ଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ବିଜୟିନୀ ହୋଇଛନ୍ତି ସେ ! 2014ରେ ସିନ୍ଧୁ ଦାମ୍ର ଓ 2018 ରେ ରୌପ୍ୟ ପଦକ ହାସଲ…
Read More...

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ପଦରୁ ସୌରଭ ଗାଙ୍ଗୁଲି ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ବୋର୍ଡ ପକ୍ଷରୁ ଯଦିଓ କିଛି ସୂଚନା ନାହିଁ କିନ୍ତୁ ଗାଙ୍ଗୁଲି ତାଙ୍କର ସମର୍ଥକ ଏବଂ ସହଯୋଗୀ ମାନଙ୍କୁ କହିଛନ୍ତି ଯେ "ମୁଁ ଏକ ନୂଆ ଯାତ୍ରା ଆରମ୍ଭ କରିବା ପାଇଁ ଯାଉଛି,…
Read More...

ଖାରଜ ହେଲା ଚିଲିକା ବିଧାୟକଙ୍କ ଜାମିନ ଆବେଦନ

ଚିଲିକା ବିଧାୟକଙ୍କୁ ଲାଗିଲା ଝଟକା। ପୁଣି ଥରେ ଜେଲ ଯାଇପାରନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ସୂଚାନୁସାରେ ଗତ ମାର୍ଚ୍ଚ ମାସ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାରଣପୁର ବ୍ଲକ କାର୍ୟ୍ୟାଳୟ ନିକଟରେ ଚାଲିଥିବା ଏକ ଶୋଭାଯାତ୍ରାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସେମାନଙ୍କ ଉପରେ…
Read More...

ଓଡିଶା ପାଇଁ ସ୍ଵର୍ଣ୍ଣ ପଦକ ଆଣିଲା ମହିଳା ହକି ଟିମ

୧୨ଶ ଜାତୀୟ ବରିଷ୍ଠ ମହିଳା ହକି ଚାମ୍ପିୟନସିପ ସିରିଜରେ ପ୍ରଥମ ଥରପାଇଁ ସ୍ଵର୍ଣ୍ଣ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛି ଓଡିଶା ମହିଳା ହକି ଟିମ । ଫାଇନାଲ ମ୍ଯାଚରେ କର୍ଣ୍ଣାଟକକୁ ୨.୦୦ ଗୋଲରେ ପରାସ୍ତ କରି ଓଡିଶା ଚାମ୍ପିୟନ ହୋଇଛି ।
Read More...

ବିଶ୍ଵ କ୍ରିକେଟ ତାରକା ସାଇମଣ୍ଡସ ଆଉ ନାହାନ୍ତି

ଖେଳରୁ ଅବସର ନେଇଥିବା ୪୬ ବର୍ଷ ବୟସ୍କ ଅଷ୍ଟ୍ରେଲିୟ କ୍ରିକେଟ ତାରକା ଆଣ୍ଡ୍ରିୟୁ ସାଇମଣ୍ଡସଙ୍କର ଗତକାଲି ରାତିରେ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। କୁଇନ୍ସଲ୍ଯାଣ୍ଡରେ ନିଜେ ଗାଡି ଚଳାଇ ଯାଉଥିବା ବେଳେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ନିଜ କ୍ରିଡା କ୍ଯାରିୟରରେ ସାଇମଣ୍ଡସ…
Read More...