ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ପଦରୁ ସୌରଭ ଗାଙ୍ଗୁଲି ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ବୋର୍ଡ ପକ୍ଷରୁ ଯଦିଓ କିଛି ସୂଚନା ନାହିଁ କିନ୍ତୁ ଗାଙ୍ଗୁଲି ତାଙ୍କର ସମର୍ଥକ ଏବଂ ସହଯୋଗୀ ମାନଙ୍କୁ କହିଛନ୍ତି ଯେ “ମୁଁ ଏକ ନୂଆ ଯାତ୍ରା ଆରମ୍ଭ କରିବା ପାଇଁ ଯାଉଛି, ଯେଉଁଥିରେ ମୁଁ ବେଶୀ ଲୋକଙ୍କ ସେବା କରିପାରିବି । ପୂର୍ବରୁ ଗାଙ୍ଗୁଲି ରାଜନୀତିରେ ଯୋଗଦେବା କଥା ଉଠିଥିଲା । ସମ୍ଭବତଃ ଖୁବ ଶୀଘ୍ର ସେ ରାଜନୀତିରେ ଯୋଗଦେଇପାରନ୍ତି ।

Leave A Reply

Your email address will not be published.