ଦିଲୀପ ତିର୍କୀ ହେଲେ ହକି ଇଣ୍ଡିଆ ସଭାପତି 

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ହକି ଇଣ୍ଡିଆ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।

ପ୍ରଥମ ଓଡ଼ିଆ ଭାବରେ ଦିଲ୍ଲୀପ ହକି ଇଣ୍ଡିଆର ସଭାପତି ହୋଇଛନ୍ତି।

ନିର୍ଦ୍ଵନ୍ଦରେ ନିର୍ବାଚିତ ହେବା ପରେ ଦିଲ୍ଲୀପ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅକ୍ଟୋବର ୧ ରେ ହକି ଇଣ୍ଡିଆ ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା।

Leave A Reply

Your email address will not be published.