ଭାରତୀୟ ଦଳର ଦ୍ରୁତ ତମ ବୋଲର ଯଶପ୍ରୀତ ବୁମରା ଆହତ କାରଣରୁ ୨୦୨୨ ଟି-୨୦ ବିଶ୍ୱକପରୁ ବାଦ ପଡିଛନ୍ତି।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ପୂର୍ବର ଅଭ୍ୟାସ ବେଳେ ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ ହେତୁ ସେ ମ୍ୟାଚରୁ ବାଦ ପଡିଥିଲେ।
ତେବେ ପୂର୍ବରୁ ମଧ୍ୟ ଏସିଆ କପ ଭି ଖେଳି ପାରିନଥିଲେ ନିକଟରେ ଅଷ୍ଟ୍ରେଲିଆ ସିରିଜରେ ଦଳକୁ ପ୍ରତ୍ୟାବର୍ତ୍ତନ କରି ୩ଟି ମ୍ୟାଚରୁ ୨ ମ୍ୟାଚ ଖେଳିଥିଲେ।
ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପୂର୍ବରୁ ଅଭ୍ୟାସ ବେଳେ ତାଙ୍କ ପିଠିରେ ଯନ୍ତ୍ରଣା ହୋଇଥିଲା। ବୋଡ଼ କର୍ତ୍ତୃପକ୍ଷ ନିଷ୍ପତି ଅନୁସାରେ ଏବେ
ସେ ସମ୍ପୂର୍ଣ୍ଣ ବିଶ୍ୱକପରୁ ବାଦ ପଡିଛନ୍ତିପ୍ରଥମେ ରବିନ୍ଦ୍ର ଜାଡେଜା ତାଙ୍କ ପରେ ଦୀପକ ହୁଦା ଆଉ ବର୍ତ୍ତମାନ ଯଶପ୍ରୀତ ବୁମରା ଆହତ ସମସ୍ୟା କାରଣରୁ
ମ୍ୟାଚରୁ ବାଦ ପଡିଛନ୍ତି।