ନାସା ଲଞ୍ଚ କଲା ଚନ୍ଦ୍ରଜାନ ଆର୍ଟେମିସ-1

ଆଜି ନାସା ତାର ତୃତୀୟ ଉଦ୍ୟମରେ ଚନ୍ଦ୍ରଜାନ ଅଭିଯାନ ଆର୍ଟେମିସ-1 ଲଞ୍ଚ କରିସାରିଛି । ପୂର୍ବରୁ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁଇଥର ବିଫଳ ହେବାରେ ସମ୍ମୁଖୀନ ହୋଇଥିଲା ନାସା। ଅଗଷ୍ଟ ମାସ 29 ଏବଂ ସେପ୍ଟେମ୍ବର ୩ ରେ ନାସା ପକ୍ଷରୁ ଏହି ରକେଟ୍ ଲଞ୍ଚ କରିବାକୁ ଚେଷ୍ଟା କରାଯାଇଥିଲା । ଆଜି ସକାଳ 11ଟା 34 ମିନିଟ ସମୟରେ ଫ୍ଲୋରିଡାର କେନେଡି ସ୍ପେଶ୍ ସେଣ୍ଟରରୁ ଏହା ଉତକ୍ଷେପଣ ହୋଇଛି। ଯଦି ଆଜି ଏହି ପ୍ରୟାସ ବିଫଳ ହୁଏ ତେବେ ଚଳିତ ମାସ 19 କିମ୍ବା 25 ତାରିଖରେ ପୁଣିଥରେ ଉଦ୍ୟମ କରାଯିବାର ସୂଚନା ରହିଛି ।

Leave A Reply

Your email address will not be published.