Browsing Category

World

‘ଟୁଇଟର’ର ନବକଳେବର : ସବୁ ପଦସ୍ଥ ଅଧିକାରୀ ବହିଷ୍କୃତ

ସାମାଜିକ ଗଣମାଧ୍ୟମ ନେଟୱର୍କ 'ଟୁଇଟର'କୁ କିଣିବା ପରେ ଏଲନ ମସ୍କ ଏହାର ସବୁ ପୁରାତନ ପଦସ୍ଥ ଅଧିକାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ବହିଷ୍କୃତ ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ପରାଗ ଅଗ୍ରୱାଲ, ମୁଖ୍ୟ ବିତ୍ତ ଅଧିକାରୀ ନେଡ୍‌ ସେଗଲ ଓ ବିଧି…
Read More...

‘ମେକ୍ ଇନ୍ ଇଣ୍ଡିଆ’କୁ ପ୍ରଶଂସା କଲେ ପୁଟିନ

ମସ୍କୋରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଭାରତର ନିରପେକ୍ଷ ବୈଦେଶିକ ନୀତିକୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମେକ ଇନ ଇଣ୍ଡିଆ' ଆହ୍ଵାନ ଏକ ସ୍ଵାଗତଯୋଗ୍ଯ ପଦକ୍ଷେପ ବୋଲି…
Read More...

ବେଲାରୁସର ଆଲେସ ବାଲିଆସ୍କିଙ୍କୁ ନୋବେଲ ଶାନ୍ତି ପୁରସ୍କାର

ବେଲାରୁସର ମାନବାଧିକାର କର୍ମୀ ଆଲେସ ବାଲିଆସ୍କିଙ୍କୁ ୨୦୨୨ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ବାଲିଆସ୍କିଙ୍କ ସହିତ ଋଷିଆର ମାନବାଧିକାର ସଂଗଠନ ‘ମେମୋରିଆଲ’ ଏବଂ ୟୁକ୍ରେନର ମାନବାଧିକାର ସଂଗଠନ ‘ସେଣ୍ଟର ଫର ସିଭିଲ ଲିବର୍ଟିଜ’କୁ ମିଳିତ ଭାବେ…
Read More...

ଦୀନେଶ ଗୁନାୱାର୍ଡେନା ହେଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

ଆଜି ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଦୀନେଶ ଗୁନାୱାର୍ଡେନା ଶପଥ ଗ୍ରହଣ କରିଛନ୍ତି। ପୂର୍ବରୁ ୬ ଥର ଦେଶର ପ୍ରଧାନମନ୍ତ୍ରୀ ଥିବା ରାନିଲ ୱିକ୍ରେମିସିଂଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବାର ଦିନକ ପରେ ଗୁନାୱାର୍ଡେନାଙ୍କୂ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ୭୩…
Read More...

ବାଦଲ ଫଟା ବର୍ଷା : ଅମରନାଥରେ ଫସିଛନ୍ତି ରାୟଗଡ଼ାର ୫ ତୀର୍ଥଯାତ୍ରୀ

ଅମରନାଥ ଦର୍ଶନ ପାଇଁ ଜୁଲାଇ ୧ ତାରିଖରେ ରାୟଗଡ଼ାରୁ ବାହାରିଥିଲେ ୫ ଓଡ଼ିଆ ତୀର୍ଥଯାତ୍ରୀ - ବସନ୍ତ କୁମାର ସେନାପତି, ସୌମ୍ୟରଞ୍ଜନ ପାତ୍ର, ନିହାରରଞ୍ଜନ ପାତ୍ର, କେ ରବିକୁମାର ଓ ଟୁକୁନା ପ୍ରଧାନ। ୭ ତାରିଖରେ ଦର୍ଶନ ମଧ୍ଯ କରିଥିଲେ ! ମାତ୍ର ଜାମ୍ମୁ ଫେରିବା ପାଇଁ ଏକ ଅସ୍ଥାୟୀ କ୍ୟାମ୍ପରେ…
Read More...

ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ଅଭୂତପୂର୍ବ ଅର୍ଥନୈତିକ ସଙ୍କଟ ଭିତରେ ଜଳୁଛି ଶ୍ରୀଲଙ୍କା , ହଜାର ହଜାର ଉତ୍ତ୍ୟକ୍ତ ଜନତା ଅଜି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେଙ୍କ ବାସଭବନ ଭିତରକୁ ଧସାଇ ପଶୁଥିବା ବେଳେ ସେନାବାହିନୀ ପକ୍ଷରୁ ସେମାନଙ୍କୁ ଅଟକାଇବା ପାଇଁ ଶୂନ୍ୟରେ ଗୁଳି ଚାଳନା କରିବାକୁ ପଡ଼ିଥିଲା। ଏହି ଅବସରରେ…
Read More...

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳିମାଡ଼

ଜାପାନ ନାରା ସହରରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଆବେ ସିଞ୍ଜୋଙ୍କ ଉପରକୁ ଗୁଳିମାଡ ହୋଇଛି । ଆଗାମୀ ରବିବାର ହେବାକୁ ଥିବା ଜାପାନର ଉଚ୍ଚ ସଦନ ନିର୍ବାଚନ ପାଇଁ ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୬୭ ବର୍ଷୀୟ ସିଞ୍ଜୋ ଭାଷଣ ଦେଉଥିବା ବେଳେ ଅଜଣା…
Read More...

ପାକିସ୍ଥାନ ସରକାରଙ୍କୁ ଇମ୍ରାନ ଖାନଙ୍କ ଚରମବାଣୀ : ୬ଦିନ ଭିତରେ ନିର୍ବାଚନ ପାଇଁ ତାରିଖ ଘୋଷଣା କର 

ପାକିସ୍ଥାନର ଗାଦିଚ୍ୟୁତ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ୍ ଆରମ୍ଭ କରିଥିବା 'ଆଜାଦି ଯାତ୍ରା' ଆଜି ସକାଳେ ରାଜଧାନୀ ଇସ୍ଲାମାବାଦରେ ପହଞ୍ଚିବା ପରେ ସାରା ସହର ଏକ ପ୍ରକାର ରଣକ୍ଷେତ୍ରରେ ପରିଣତ ହୋଇଛି। ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ରାଜନୈତିକ ଗଣ ଶୋଭାଯାତ୍ରା ପଞ୍ଜାବ, କରାଚି ଓ…
Read More...

ଆଫଗାନିସ୍ତାନରେ ଆତଙ୍କବାଦୀ ସକ୍ରିୟ : ମସଜିଦ ଉପରେ ବୋମାମାଡ

ଉଗ୍ର ତାଲିବାନଙ୍କ ଶାସନାଧୀନରେ ଥିବା ଇସଲାମିକ ଦେଶ ଆଫଗାନିସ୍ତାନରେ ଏବେ ସକ୍ରିୟ ହୋଇ ଉଠିଛନ୍ତି । ସେମାନଙ୍କ ଟାର୍ଗେଟରେ ମୁଖ୍ୟତଃ ଅଛନ୍ତି ସିହା ସମ୍ପଦାୟର ମୁସଲମାନମାନେ। ଗତକାଲି ଦେଶର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ଘଟାଇ ଆତଙ୍କବାଦୀମାନେ ୧୪ ଜଣଙ୍କୁ ହତ୍ୟା କରିଛନ୍ତି ଓ ୨୩…
Read More...

ବିକ୍ରମସିଙ୍ଘେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଆଜି ଦେଶର ବରିଷ୍ଠ ରାଜନେତା ରାନିଲ ବିକ୍ରମସିଙ୍ଘେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି, ଗତକାଲି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ରାଷ୍ଟ୍ରପତି କହିଥିଲେ ଯେ ସପ୍ତାହକ ମଧ୍ୟରେ ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ ! ୭୩ ବୟସ୍କ…
Read More...