ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ଅଭୂତପୂର୍ବ ଅର୍ଥନୈତିକ ସଙ୍କଟ ଭିତରେ ଜଳୁଛି ଶ୍ରୀଲଙ୍କା , ହଜାର ହଜାର ଉତ୍ତ୍ୟକ୍ତ ଜନତା ଅଜି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେଙ୍କ ବାସଭବନ ଭିତରକୁ ଧସାଇ ପଶୁଥିବା ବେଳେ ସେନାବାହିନୀ ପକ୍ଷରୁ ସେମାନଙ୍କୁ ଅଟକାଇବା ପାଇଁ ଶୂନ୍ୟରେ ଗୁଳି ଚାଳନା କରିବାକୁ ପଡ଼ିଥିଲା।

ଏହି ଅବସରରେ ରାଷ୍ଟ୍ରପତି ନିଜ ବାସଭବନରୁ ଫେରାର ହୋଇଯାଇଛନ୍ତି। ସେ ନୌବହିନୀର ଏକ ସାମରିକ ତରୀରେ ଦେଶ ଛାଡ଼ି ଚାଲିଯାଇଛନ୍ତି ବୋଲି କୁହା ଯାଉଛି।

Leave A Reply

Your email address will not be published.