Browsing Category

State

ମାଇନ୍ସର ମନମୁଖୀ କାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଧାରଣା

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡ କୋଇଡା ବ୍ଲକ ନଦୀଡିହି ଠାରେ ଅବସ୍ଥିତ ଥିବା ବେଦାନ୍ତ ମାଇନ୍ସର ମନମୁଖୀ କାର୍ଯ୍ୟ କୁ ନେଇ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ଏବଂ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଦିବାକର ନାୟକଙ୍କ ସହଯୋଗ ରେ ଏକ…
Read More...

ଚୋରୀ ମାଙ୍ଗାନିଜ ସହ ଟ୍ରକ ଜବତ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର କୋଇଡା ବନ ମଣ୍ଡଳ ଗଣୁଆ ପିଆରଏଫ ଅନ୍ତର୍ଗତ ମାଲଦା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ଚୋରି ମାଙ୍ଗାନିଜ ବୋଝେଇ ଟ୍ରକ ନଂବର ଓଆର ୦୫ଏଆର ୪୩୩୫ କୁ ଜବତ କରିଛି କୋଇଡା ବନବିଭାଗ I ଜବତ ମାଙ୍ଗାନିଜର ମୂଲ୍ୟ ଲକ୍ଷାଧିକ…
Read More...

ବିଜେଡି ଦଳ ଗରିବ ନାବାଳକର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କଲା

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଟାଙ୍ଗରପାଲି ବ୍ଲକ, ଉଜ୍ଜଳପୁର ପଞ୍ଚାୟତ ଅନ୍ତର୍ଗତ ବୁଡ଼ାବହାଲ ଗ୍ରାମରେ ରହୁଥିବା ଅତି ଗରିବ ପରିବାର ର ୧୩ ବର୍ଷିଆ ନାବାଳକ ତିଳକ ଚନ୍ଦ୍ର ଭୋଇ, ପିତା - ସମୀର ଭୋଇ ଯେ କି ଏକ ଛୋଟ ଓ ଗରିବ ଚାଷୀ । ଦୀର୍ଘ ବର୍ଷ ହେଲା ଏକ…
Read More...

ତହସିଲ ଅଫିସ ଛାତରୁ ଖସି ପଡ଼ିଲା ସିଲିଂ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡ଼ା ତହସିଲ ଅଫିସର ଛାତରୁ ଖସି ପଡ଼ିଲା ସିଲିଂ। ସୌଭାଗ୍ୟବଶତଃ ସେହି ସମୟରେ ରେକର୍ଡ କିପର ଏବଂ ଅନ୍ୟ କର୍ମଚାରୀ ବାହାରକୁ ଯାଇଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। କିଛି ଦିନ ପୂର୍ବରୁ ରାଜସ୍ବ…
Read More...

ଶ୍ରୀଅରବିନ୍ଦ ସ୍କୁଲର ୧୦ମ ଶ୍ରେଣୀ ଛାତ୍ରର ଆକସ୍ମିକ ମୃତ୍ୟୁ

ରାଜଗାଙ୍ଗପୁର (ରଞ୍ଜିତ ରାଉତ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁରର ଶ୍ରୀ ଅରବିନ୍ଦ ସ୍କୁଲ ଖୋଲିବା ପରେ ଛାତ୍ର ଛାତ୍ରୀ ମାନଙ୍କ କ୍ଲାସ ଆରମ୍ଭ କରିବା ପୂର୍ବରୁ ପ୍ରାର୍ଥନା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ସମାଗମ ହେବା ପୂର୍ବରୁ ରାଜଗାଙ୍ଗପୁର ବାରଦୁୱାର ରୋଡ଼ ମୁନିର ବାଗାନ ମୁସ୍ତାକ…
Read More...

୩୩ କେଜି ଗଞ୍ଜେଇ ସହିତ ଜଣେ ଗିରଫ

ରାଜଗାଙ୍ଗପୁର (ରଞ୍ଜିତ ରାଉତ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ରେଳବାଇ ଷ୍ଟେସନର ଜିଆରପି ବିଭାଗର ଥାନା ଅଧିକାରୀ ନିଜ ସହକର୍ମୀଙ୍କ ସହିତ ଷ୍ଟେସନ ଅଞ୍ଚଳରେ ବହୁ ସମୟ ଧରି ତନଖି କରୁଥିବା ବେଳେ ଜନୈକ ବ୍ୟକ୍ତି ଦୁଇଟି ବସ୍ତାରେ ବୋହି କିଛି ନେଇ ଯାଉଥିବା ବେଳେ ସନ୍ଦେହରେ ଉକ୍ତ…
Read More...

ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ଓ ସାମ୍ବାଦିକ ସମ୍ମିଳନୀ :

ରାଉରକେଲା (ବିଜୟ ପ୍ରଧାନ) : ରାଉରକେଲା ସହରର ଜେଲ ରୋଡ ସ୍ଥିତ ପଦ୍ମାବତୀ ମେମୋରୀଆଲ୍ ହଲଠାରେ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ସହିତ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସମ୍ପାଦକ ଡଃ ସୁବାସ ଚନ୍ଦ୍ର ଲେଙ୍କାଙ୍କ ଆବାହକତ୍ବ…
Read More...

ଜାତୀୟ ରାଜପଥରେ ଟ୍ରକରେ ଲାଗିଲା ନିଆଁ

ରାଜଗାଙ୍ଗପୁର (ରଞ୍ଜିତ ରାଉତ) : ପାନପୋଷ ଲାଠିକଟା, ଜାତୀୟ ରାଜପଥ ଏନଏଚରେ ଠିଆ ହୋଇଥିବା ଏକ ମଲଟି ଏକ୍ସଲ ଟ୍ରକରେ ସର୍ଟସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଟ୍ରକର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାବେ ଜଳିଯାଇଥିଲା । ଆଜି ସକାଳ ୧୦.୩୦ ପାଖାପାଖି ଘଟଣା ଘଟିଥିଲା । ଟ୍ରକର…
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ ଦୁଇ ଗୁରୁତର

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଥାନା ଅନ୍ତର୍ଗତ ବାବୁ ନୂଆଗାଁ ସଂଲଗ୍ନ ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତାର ଲୁଲୁଢାବା ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମୃତ ଦୁଇ ଜଣ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ରାଉରକେଲା ବଲଣ୍ଡା ଗ୍ରାମରୁ ଏକ ବାଇକ ଓଡି ୧୪…
Read More...

ରେଳ ଲାଇନ ନିକଟରୁ ପୁରୁଣା ଲ୍ୟାଣ୍ଡମାଇନ ଜବତ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡ଼ିହି ରେଳଷ୍ଟେସନ ନିକଟରୁ ନିକଟରୁ ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ କରିଛି ଡିଭିଏଫ୍ ଯବାନ। ପୋଲିଶ ଓ ଡିଭିଏଫ୍ ଯବାନ ମିଳିତ ସର୍ଚ୍ଚ ଅପରେସନବେଳେ ଟୋପାଡ଼ିହି…
Read More...