Browsing Category

State

ଷଷ୍ଠ ତମ ଓଡ଼ିଶା ରାଜ୍ୟ ପେଞ୍ଚକ୍ ସିଲଟ ପ୍ରତିଯୋଗୀତା

ସୁନ୍ଦରଗଡ଼ ସଦର (ହେମନ୍ତ ଦେଉରିଆ) : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଶୋକ ନଗର ସ୍ଥିତ ଉମାମହେଶ୍ୱର ବଣିକ ସଂଘ ପରିସରରେ ଷଷ୍ଠ ତମ ଓଡ଼ିଶା ରାଜ୍ୟ ପେଞ୍ଚକ ସିଲଟ ପ୍ରତିଯୋଗୀତା ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ଚାଲିଥିଲା l ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାଏ ଯୋଗଦାନ କରି…
Read More...

ପଞ୍ଚାୟତ ରାସ୍ତାକୁ ବି ଛାଡ଼ୁନାହାଁନ୍ତି ଖଣି କର୍ତ୍ତୃପକ୍ଷ୍ୟ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ପଞ୍ଚାୟତ ରାସ୍ତାରେ ବର୍ଷା ଦିନରେ କାଦୁଅ ପଚପଚକୁ ଖରା ଦିନରେ ଧୂଳି ଧୂଆଁରେ ଭରପୁର । ହେଲେ ବେଆଇନ ପାର୍କିଂ କିନ୍ତୁ ଫରକ ପଡ଼ୁନି ଖଣି କର୍ତ୍ତୃପକ୍ଷ୍ୟଙ୍କୁ । ତେବେ ହନ୍ତସନ୍ତ ହେଉଛନ୍ତି ନିରୀହ ଆଦିବାସୀ । ଏହି ରାସ୍ତାରେ ଗ୍ରାମ ପଞ୍ଚାୟତ ଓ ଉଚ୍ଚ…
Read More...

ହାଇୱା ଗାଡି ଧକ୍କାରେ ଦୁଇ କିନ୍ନରଙ୍କ ମୃତ୍ୟୁ : ହତ୍ୟା ସନ୍ଦେହ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତାର ବଡ଼ ପୁରୁଣାପାଣି ଛକ ନିକଟରେ ଏକ ହାଇୱା ଗାଡିଟି ସ୍କୁଟିରେ ବସିଥିବା ଦୁଇ କିନ୍ନରଙ୍କୁ ଧକ୍କା ଦେବାରୁ ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।…
Read More...

ଆନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସରେ ସମ୍ମର୍ଦ୍ଧିତ

ସୁନ୍ଦରଗଡ଼ ସଦର (ହେମନ୍ତ ଦେଉରିଆ) : ଅଗଷ୍ଟ ୨୭ ତାରିଖ ରବିବାର ସ୍ଥାନୀୟ ତାଳବଣିଆ ଷ୍ଟାଡିୟମ ଠାରେ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସ ପାଳନ କରାଯାଇଛି। ପ୍ରଥମେ ସକାଳ ୭ ଟା ସମୟରୁ ଶ୍ରୀମନ୍ଦିର ଠାରେ ପ୍ରଦୀପ ପ୍ରଜ୍ଜଳନ କରି ବକ୍ସିଂ ଖେଳାଳୀ ମାନେ ସହର…
Read More...

ଆକ୍ରମଣ କରିବାକୁ ଆସିଥିବା ଦୁର୍ବୁର୍ତ୍ତଙ୍କ ମଧ୍ଯରୁ ଦୁଇ ଜଣକୁ କାବୁକଲେ ସ୍ଥାନୀୟ ଲୋକେ

ରାଉରକେଲା (ବିଜୟ ପ୍ରଧାନ) : ରାଉରକେଲା ସହର ସ୍ଥିତ ଝିରପାଣୀ ଅଞ୍ଚଳରେ ମୁସଲିମ୍ ବସ୍ତି ନିକଟରେ ଜମାଲ ମିଆଁଙ୍କ ପୁତ୍ର ଜାକିର ମିଆଁ ଘରୁ ବାହାରକୁ ବାହାରୁଥିବା ସମୟରେ କିଛି ଲୋକଙ୍କୁ ବୋଲେରୋରେ ଆସିଛିଡା ହେବାର ଦେଖିଥିଲେ ଏବଂ ଅନ୍ଯ ଏକ ବୋଲେରୋରେ ମାରଣାସ୍ତ୍ର ଧରି ଅନ୍ଯ କେତେଜଣ ସେଠାରେ…
Read More...

କମିଶନରକୁ ଭେଟିଲେ ଗିରଜାଟୋଲିର ବସ୍ତିବାସିନ୍ଦା

ରାଉରକେଲା (ବିଜୟ ପ୍ରଧାନ) : ଗିରଜାଟୋଲିର ଶତାଧିକ ବସ୍ତିବାସିନ୍ଦା ରାଉରକେଲା ମହାନଗରନିଗମ କମିସନର ଓ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭାଙ୍କର ମହାପାତ୍ରକୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଆମ୍ଭେମାନେ ଶକ୍ତିନଗର ଗିରଜାଟୋଲିର ବସ୍ତିବାସିନ୍ଦା ଅଟୁଁ । ଏହି ଅଞ୍ଚଳରେ…
Read More...

ଚଳନ୍ତା ରେଳରୁ ମୋବାଇଲ ଚୋରି କରି ୨ ଗିରଫ

ରାଜଗାଙ୍ଗପୁର (ରଞ୍ଜିତ ରାଉତ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ରେଳବାଇ ଷ୍ଟେସନର ଆରପିଏଫ ଏଏସଆଇ ରାଜେନ୍ଦ୍ର କୁମାର ହୋତା ୨ ଜଣ ମୋବାଇଲ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି । ଏଏସଆଇ ଶ୍ରୀ ରଥ ତାଙ୍କ ଲିଖିତ ଅଭିଯୋଗ ମାମଲାରେ ରାଉରକେଲା ସ୍ଥିତ ରେଳବାଇ ଥାନାକୁ ଜଣାଇଛନ୍ତି ଯେ…
Read More...

ସୁନ୍ଦରଗଡ଼ ଜିଲ୍ଲା ରେ ୧୦ ଗୋଟି ବସଷ୍ଟାଣ୍ଡ ପାଇଁ ଆମ ବସଷ୍ଟାଣ୍ଡ ଯୋଜନାରେ ଭିତ୍ତିପ୍ରସ୍ତର ସ୍ଥାପନ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସଷ୍ଟାଣ୍ଡ ଯୋଜନା’ ଅନ୍ତର୍ଗତ ୨୬ ଟି ଜିଲ୍ଲାର ୧୨୪ ଟି ବ୍ଲକସ୍ତରୀୟ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିମନ୍ତେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି। ସେଥିମଧ୍ୟରୁ…
Read More...

କୁତ୍ରା ଅଞ୍ଚଳକୁ ପୁନଶ୍ଚ ଫେରିଲେ ଦୁଇ ଦନ୍ତା

ରାଜଗାଙ୍ଗପୁର (ରଞ୍ଜିତ ରାଉତ) ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ କୁତ୍ରା ଅଞ୍ଚଳକୁ ଫେରିଲେ ପୁଣି ଦୁଇ ଦନ୍ତା ହାତୀ। କୁତ୍ରା ଥାନା ପଞ୍ଚରା ଗାଁରେ ଏହି ଦୁଇଟି ଦନ୍ତାଙ୍କ ଉପଦ୍ରଵ ପୁଣି ଆରମ୍ଭ ହୋଇ ଯାଇଛି। ଗତ ରାତିରେ ଗାଁକୁ ପଶି ୪ ଜଣଙ୍କର ଘର ଭାଙ୍ଗି ଦେଇଛନ୍ତି ଏହି ଦୁଇଟି ଦନ୍ତା । ଗତ ମାସ…
Read More...

କରେଣ୍ଟ ଲାଗି ଭାସ୍କର ପ୍ଲାଣ୍ଟର ଜଣେ କର୍ମଚାରୀ ଗୁରୁତର, ରାଉରକେଲା ସ୍ଥାନାନ୍ତରିତ

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ ବଡତୁମ କଳା ଗ୍ରାମ ନିକଟରେ ଥିବା ଭାସ୍କର ସ୍ପଞ୍ଜ କାରଖାନା ବାହାରେ ଥିବା ଭାସ୍କର ପାଉଁଶ ଇଟା ନିର୍ମାଣ କାର୍ଯ୍ୟ କରୁଥିବା ସମୟରେ ଉଚ୍ଚ ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ…
Read More...