Browsing Category

Special

ଗୌରହରି ଦାସଙ୍କୁ ଶାରଳା ପୁରସ୍କାର !

ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସଙ୍କୁ ଚଳିତ ବର୍ଷ ପାଇଁ ସମ୍ମାନଜନକ ଶାରଳା ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି, ଆଗାମୀ ଅକ୍ଟୋବର ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏକ ବିଶେଷ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯିବ। 'ବାଘ ଓ ଅନ୍ୟାନ୍ୟ ଗଳ୍ପ' ପାଇଁ ତାଙ୍କୁ ଏହି ପୁରସ୍କାର…
Read More...

ପାୱାର କହିଲେ – ବିଦ୍ରୋହୀ ବିଧାୟକ ମୁମ୍ବାଇ ଆସନ୍ତୁ, ତାପରେ ଦେଖିବା !

ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାର ରହିବ କି ଯିବ - ତାକୁ ନେଇ ଏନସିପି ସୁପ୍ରିମୋ ଶରଦ ପାୱାର ଯେଉଁ ବୟାନ ଦେଇଛନ୍ତି, ତାହା ବିଜେପିର ଦୁକୁଦୁକି ଉପରେ ବୁଢାଆଙ୍ଗୁଠି ଟିପ ରଖି ଦାବି ଦେଲା ଭଳି ହୋଇଛି ! ଶ୍ରୀ ପାୱାର କହିଛନ୍ତି ଯେ କଂଗ୍ରେସ ଓ ଏନସିପି ଉଦ୍ଧବ ଥାକରେଙ୍କ ସରକାରରେ ମେଣ୍ଟ…
Read More...

ମହାରାଷ୍ଟ୍ରରେ ଘଡିକେ ଘୋଡା ଛୁଟୁଛି : ସଞ୍ଜୟ କହିଲେ 24 ଘଣ୍ଟାରେ ଫେରିଆସ, ଏମଭିଏ ଛାଡିବାକୁ ଶିବସେନା ପ୍ରସ୍ତୁତ !

2 ଦିନ ତଳେ ବିଜେପି ଦ୍ୱାରା ପ୍ରାୟୋଜିତ ଖଳ-ନାଟକରେ ଶିବସେନାର ବରିଷ୍ଠ ବିଧାୟକ ଏକନାଥ ସିନ୍ଧେ ନାୟକ ଭୂମିକାରେ ଅବତୀର୍ଣ୍ଣ ହେବା ପରେ ମହାରାଷ୍ଟ୍ରରେ ଉଦ୍ଧବ ଥାକରେଙ୍କ ମହାବିକାଶ ଅଘାଡି ମେଣ୍ଟ ସରକାର ବିପଦର ଘନଘଟା ଭିତରକୁ ଠେଲି ହୋଇଯାଇଛି । ନିଜକୁ ଶିବସେନା ବିଧାୟକ ଦଳର ଆତ୍ମଘୋଷିତ…
Read More...

24 ଘଣ୍ଟାରେ ଓଡ଼ିଶାରେ 11 ନୂଆ କୋଭିଡି ପଜିଟିଭ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ନୂଆ କୋଭିଡି ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାଙ୍କ ମଧ୍ୟରୁ ୭ ଜଣ କ୍ଵାରେଣ୍ଟାଇନରେ ଥିବା ବେଳେ ଅନ୍ୟ ୪ ଜଣ ବାହାରୁ ସଂକ୍ରମିତ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରାଦତ୍ତ ସୂଚନା ଅନୁସାରେ ୧୫ ହଜାର ୪୩ ଜଣଙ୍କର…
Read More...

କୋର୍ଟରେ ବିବାହ ପାଇଁ ଆବେଦନ କଲେ ବିଧାୟକ

ତିର୍ତ୍ତୋଲର ବିଜେଡ଼ି ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କକୁ ନେଇ କିଛିଦିନ ଧରି ଚାଲିଥିବା ବାଦବିବାଦ ଜନିତ ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ପଡିଛି, ବିବାହ ନିମନ୍ତେ ଜଗତସିଂହପୁର ସବରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟରେ ଆବେଦନ କରାଯିବା ପରେ ନିଜ ପ୍ରେମିକାଙ୍କୁ ସେ ପ୍ରତାରଣା କରିବେ…
Read More...

ନବୀନ କା ମାୟା କୋଇ ନେହିଁ ପାୟା

ଖାଲି ହେବାକୁ ଥିବା ଦେଶର ମୋଟ ୫୭ଟି ରାଜ୍ୟ ସଭା ଆସନ ପାଇଁ ଜୁନ ୧୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ, ସେଥି ମଧ୍ୟରେ ଅଛି ଓଡ଼ିଶାର ୩ ଆସନ। ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ଓ ଏନ ଭାସ୍କର ରାଓଙ୍କ କାର୍ଯ୍ୟକାଳ ଜୁଲାଇ ୧ ତାରିଖରେ ଶେଷ ହେଉଛି । ଏହାଛଡା ରାଜ୍ୟସଭାରୁ ଇସ୍ତାଫା ଦେଇ…
Read More...

ସୌମ୍ୟ ଅଚ୍ୟୁତଙ୍କ କଂଗ୍ରେସ ଲିଙ୍କ

କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ସହ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଗୋପନ ଯୋଗସୁତ୍ରକୁ ନେଇ ସମ୍ପ୍ରତି କିଛି ସାମ୍ବାଦିକ ମହଲରେ ଦୃଷ୍ଟିଆକର୍ଷଣକାରୀ ଚର୍ଚ୍ଚାକୁ ତେଜାଇ ଦିଆଯାଇଛି l ସମ୍ବାଦ ସମୀକ୍ଷା ମାଧ୍ୟମରେ କୁହାଯାଇଛି ଯେ ଓଡ଼ିଶାରେ କଂଗ୍ରେସ ଦଳର…
Read More...

ବିଜେପିକୁ ଥାକରେଙ୍କ କଡା ଜବାବ : ବାଲାସାହେବଙ୍କ ସହ ବିଶ୍ୱାସଘାତକତା କରିଛ !

ଉଦ୍ଧବ ଥାକରେଙ୍କ ନେତୃତ୍ୱରେ ଚାଲିଥିବା ମହାବିକାଶ ଆଘାଡ଼ି ସରକାରକୁ ଅକଡ଼ରେ ପକାଇବା ପାଇଁ ଏବେ ପୁଣିଥରେ ବିଜେପି ମହାରାଷ୍ଟ୍ରରେ ଆରମ୍ଭ କରି ଦେଇଛି ଆଜାନ-ହନୁମାନ ଚାଳିଶା ଖେଳ। ଏଥର ଏହି ଖେଳରେ ଯୋଡି ହୋଇ ଯାଇଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସମିତିର ନେତା ରାଜ ଥାକରେ ! ମସଜିଦରେ…
Read More...

ଅଦଳବଦଳରେ ବଦଳିବେ ନାହିଁ ଅରୁଣ ସୁଶାନ୍ତ

ଓଡ଼ିଶାର ନବୀନ ପଟ୍ଟାନାୟକଙ୍କ ମନ୍ତ୍ରୀମଣ୍ଡଳରେ ବଡ ଧରଣର ଅଦଳବଦଳକୁ ନେଇ ଏବେଠାରୁ ରାଜନୈତିକ ଚର୍ଚ୍ଚା ଆରମ୍ଭ ହେଇଗଲାଣି । ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ପ୍ରତି ଅଭୁତପୂର୍ବ ଜନ ସମର୍ଥନ ପରିପ୍ରେକ୍ଷୀରେ ସରକାର ପରିଚାଳନା ଦାୟିତ୍ୱ ନିଷ୍ପାଦନ କରୁଥିବା 'ମହଲ' ସମ୍ପ୍ରତି ୨୦୨୪…
Read More...