ବିଜେପିକୁ ଜିରୋ କରିବୁ : ମମତା

ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ବିରୋଧୀ ଦଳଗୁଡିକୁ ଏକାଠି କରିବା ଅଭିଯାନରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ଯମନ୍ତ୍ରୀ ତେଜସ୍ଵୀ ଯାଦବଙ୍କ ସହ କୋଲକତା ଆସି ଆଜି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତୁଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ପରେ ସମ୍ବାଦିକ ସମ୍ମିଳନୀରେ ମମତା କହିଥିଲେ ଯେ ମିଛ ପ୍ରଚାର ଓ ମେଡିଆ ହାଇକ ବଳରେ ହିରୋ ସାଜିଥିବା ବିଜେପିକୁ ଜିରୋ କରିବା ପାଇଁ ସେ ସବୁ ପ୍ରକାର ଉଦ୍ୟମ କରିବେ !

Leave A Reply

Your email address will not be published.