ଜୈନଙ୍କୁ ସୁପ୍ରିମକୋର୍ଟ ଦେଲେ ୬ ସପ୍ତାହ ଜାମିନ

ବର୍ଷେକାଳ ଜେଲରେ ବନ୍ଦୀ ହୋଇଥିବା ଦିଲ୍ଲୀର ପୂର୍ବତନ ।ମନ୍ତ୍ରୀ ସତ୍ଯେନ୍ଦ୍ର ଜୈନଙ୍କୁ ଆଜି ସୁପ୍ରିମକୋର୍ଟ ୬ ସପ୍ତାହ ଜାମିନ ପ୍ରଦାନ କରିଛନ୍ତି, ତାଙ୍କ ବିରୋଧରେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୧ ତାରିଖରେ ହେବ - ସେହି ସମୟ ପର୍ଯ୍ୟନ୍ତ ତାଙ୍କୁ ମଧ୍ଯବର୍ତ୍ତୀକାଳୀନ ଜାମିନ…
Read More...

ରାହୁଲଙ୍କୁ ଆଜି ଭେଟିବେ କେଜେରିବାଲ

ଦିଲ୍ଲୀର ପ୍ରଶାସନ ଉପରେ ନିର୍ବାଚିତ ସରକାରଙ୍କର ସମ୍ପୂର୍ଣ୍ଣ କର୍ତ୍ତୃତ୍ଵ ଅଛି ବୋଲି ସୁପ୍ରିମକୋର୍ଟ ରାୟ ଦେବାପରେ, ଏହି ରାୟକୁ ଅକାମି କରି ଦିଲ୍ଲୀର ରାଜ୍ଯପାଳଙ୍କୁ ପ୍ରଶାସନିକ କ୍ଷମତା ପ୍ରଦାନ କରିବା ପାଇଁ କେନ୍ଦ୍ରର ବିଜେପି ସରକାର ଏକ ଅଧ୍ଯାଦେଶ ଜାରି କରିଛନ୍ତି। ଏହା ବିରୋଧରେ ସହଯୋଗ…
Read More...

ପାକିସ୍ତାନ ଛାଡି ଯାଇପାରିବେନି ଇମ୍ରାନ ଖାନ୍

ପାକିସ୍ତାନ ତେହେରିକ ଇସଲାମ ପାର୍ଟି ସୁପ୍ରିମୋ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ପତ୍ନୀ ବୁସରା ବିବି ଓ ଦଳର ୮୦ ନେତା ଦେଶ ଛାଡି ବାହାରକୁ ଯାଇପାରିବେ ନାହିଁ - ଶେହବାଜ ସରିଫଙ୍କ ପିଏମଏଲ-ଏନ ସରକାର ଏନେଇ ନିଷେଧାଦେଶ ଲାଗୁ କରିଛନ୍ତି। କୁହାଯାଇଛି ଯେ ଦେଶର ପୋଲିସ, ଜାତୀୟ…
Read More...

କର୍ଣ୍ଣାଟକରେ କଂଗ୍ରେସ କର୍ମୀଙ୍କୁ ହାଣିଲେ ୫ ବିରୋଧୀ ଗୁଣ୍ଡା

କର୍ଣ୍ଣାଟକରେ ବିରୋଧୀଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ହିଂସାର ଖେଳ, ଏହି ଖେଳରେ ଗତକାଲି ରାତିରେ ବଳି ପଡିଛନ୍ତି କ୍ଷମତାସୀନ କଂଗ୍ରେସର ଜଣେ କର୍ମୀ - ୫ ଜଣ ଦୁର୍ବୃତ୍ତ ବେଙ୍ଗାଲୁରୁର ଚୋୱଡେଶ୍ୱରୀ ନଗରରେ ରହୁଥିବା ୪୨ ବର୍ଷୀୟ କଂଗ୍ରେସ କର୍ମୀ ରବିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି।…
Read More...

କର୍ଣ୍ଣାଟକରେ ଗଣ୍ଡଗୋଳ କଲେ, ବଜରଙ୍ଗ ଦଳ ଓ ଆରଏସଏସକୁ ବ୍ଯାନ କରିବୁ : ଖଡଗେ

ଲୋକଙ୍କ ଆଶା ଭରସାକୁ ପୁରଣ କରିବା ପାଇଁ କର୍ଣ୍ଣାଟକର ନୂତନ କଂଗ୍ରେସ ସରକାର ନିଷ୍ପାର ସହ କାର୍ଯ୍ୟ କରିବ, ଦଳ ଉପରେ ରାଜ୍ୟର ଭୋଟରମାନେ ଯେଉଁ ଭରସା ସ୍ଥାପନ କରିଛନ୍ତି, ତାହାକୁ ବିଡମ୍ବିତ କରିବା ପାଇଁ କୌଣସି ପ୍ରକାର କାର୍ଯ୍ଯକଳାପ ବା ଷଡଯନ୍ତ୍ରକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଜି…
Read More...

୨୮ରେ ନୂଆ ପାର୍ଲିଆମେଣ୍ଟ ଭବନ ଉଦଘାଟନ : ବୟକଟ କରିବେ ୧୯ ବିରୋଧୀ ଦଳ

ଆସନ୍ତା ୨୮ ତାରିଖରେ ନୂତନ ପାର୍ଲିଆମେଣ୍ଟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏହାକୁ ରାଷ୍ଟ୍ରପତିଙ୍କ ପଦମର୍ଯ୍ଯାଦା ପ୍ରତି ଅବମାନନା ଓ ସମ୍ବିଧାନକୁ ଅସମ୍ମାନ ବୋଲି ଉଲ୍ଲେଖ କରି ପ୍ରତିବାଦ ସ୍ଵରୂପ ଉଦଘାଟନୀ ଉତ୍ସବକୁ ବୟକଟ କରିବେ ୧୯ ବିରୋଧୀ ଦଳ। ବିରୋଧୀ ଦଳ ପକ୍ଷରୁ…
Read More...

ବିକ୍ରମ ଶାରଦା ଓ ସୁଦାମ ହେଲେ ମନ୍ତ୍ରୀ

ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରରେ ଆଜି ୩ ନୂଆ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଓ ସୁଦାମ ମାରାଣ୍ଡି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ଯପାଳ ଶ୍ରୀ ଗଣେଶୀ ଲାଲ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବରୁ ଏହି ୩ ବିଧାୟକ…
Read More...

ସୋମବାର ହେବ ଓଡିଶା ମନ୍ତ୍ରିମଣ୍ଡଳର ପରିବର୍ଦ୍ଧନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସୋମବାର ମଇ ୨୨ ତାରିଖରେ ନିଜ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବେ, ଏହା ହେବ ତାଙ୍କ ପଞ୍ଚମ ପାଳି ସରକାରରେ ଦ୍ଵିତୀୟ ଅଦଳବଦଳ। ଖାଲି ପଡିଥିବା ୩ ମନ୍ତ୍ରୀପଦ ପୁରଣ ପାଇଁ ଏହା କରାଯାଉଥିବା ଦର୍ଶାଇ ବିଜେଡି ମହଲରେ ଏହାକୁ ମନ୍ତ୍ରିମଣ୍ଡଳର ପରିବର୍ଦ୍ଧନ…
Read More...

ଶପଥ ନେଲେ ସିଦ୍ଧରମେୟା : ଯୋଗ ଦେଲେନାହିଁ ନବୀନ

ଆଜି କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିଦ୍ଧରମେୟା, ତାଙ୍କ ସହିତ ଦଳର ରାଜ୍ୟ ସଭାପତି ଡିକେ ଶିବକୁମାର ଉପମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବେଙ୍ଗାଳୁରୁର କାନ୍ତିରାଭା ଷ୍ଟାଢିୟମରେ ଅନୁଷ୍ଠିତ ଏହି ଭବ୍ଯ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ…
Read More...

ଗଞ୍ଜାଇ ଚାଲାଣ ହେଉଥିବା ସୁଭ୍ ଜବତ : ୨ ନକଲି ସମ୍ବାଦିକ ଗିରଫ

କୋରାପୁଟ ଜିଲ୍ଲାରେ ଗତ ଗୁରୁବାର ରାତିରେ ପାଡବା ପୋଲିସ ଗଞ୍ଜାଇ ଚାଲାଣ କରୁଥିବା ଏକ କାରକୁ ବଡ଼ଦେବତା ଛକ ନିକଟରେ ଜବତ କରିଛି। ନିଜକୁ ସାମ୍ବାଦିକ କହି କାରରେ ଗଞ୍ଜାଇ ନେଇ ଯାଉଥିବା ମିଲିନ୍ଦ ଚିକତେ ଓ ଶୁଭମ୍ ସଞ୍ଜୟ ସିନ୍ଦେଙ୍କୁ ପୋଲିସ ଗିରଫ କରିଛି, ଉଭୟ ମହାରାଷ୍ଟ୍ରର ଔରଙ୍ଗାବାଦର ବୋଲି…
Read More...