ପ୍ରଣତି ଛୋଟରାୟ ହେଲେ ବୟନିକା ପରିଚାଳନା ନିର୍ଦ୍ଦେଶିକା

ଟ୍ରେଜେରୀ ଆଣ୍ଡ ଇନ୍ସପେକ୍ସନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ଆଇଏଏସ ଅଧିକାରୀ ପ୍ରଣତି ଛୋଟରାୟଙ୍କୁ ରାଜ୍ୟ ସରକାର ବୟନିକାର ପରିଚାଳନା ନିର୍ଦ୍ଦେଶିକା ଭାବେ ବଦଳି କରିଛନ୍ତି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଶ୍ରୀମତୀ ଛୋଟରାୟ ବୟାନିକା ପରିଚାଳନା ନିର୍ଦ୍ଦେଶିକା ଭାବେ ରାଜ୍ୟ ସରକାରରେ ଆଇଏଏସ କ୍ୟାଡ଼ରରେ ଯୁଗ୍ମ ସଚିବ ପାହ୍ୟାର ସୁବିଧାସୁଯୋଗ ପାଇବେ । ଶ୍ରୀମତୀ ଛୋଟରାୟ ମଧ୍ୟ ରାଜ୍ୟ ହସ୍ତତନ୍ତ ନିର୍ଦ୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

Leave A Reply

Your email address will not be published.