କୋରାପୁଟ ସଦର ଥାନା ଅନ୍ତର୍ଗତ ଦୟାନିଧିଗୁଡ଼ାରେ ଗୋଟିଏ ଅଟୋ ରିକ୍ସା ଉପରେ ଦୃତଗାମୀ ଟ୍ରକ ମାଡିଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ,୫ ଜଣ ସଂଙ୍କଟା ପନ୍ନ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
୮ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଅଟୋ ରିକ୍ସାକୁ ଏକ ଟ୍ରକ ପଛପଟୁ ପିଟି ଉପରେ ମାଡିଯିବା ହେତୁ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।
ପୋଲିସ ତଦନ୍ତ ଆରମ୍ଭ କରିଛି ।