ଧର୍ଷଣକାରୀଙ୍କୁ 20ବର୍ଷ ଜେଲ, 20ହଜାର ଟଙ୍କା ଜୋରିମାନା

2017 ମସିହାରେ ଗୋଟିଏ 8 ବର୍ଷର ବାଳିକାକୁ ଧର୍ଷଣ କରିଥିବା ମାମଲାରେ ପୋକସୋ କୋର୍ଟ ଅପରାଧୀକୁ 20 ବର୍ଷ ଜେଲ ଓ 20ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ କରିଛନ୍ତି ।

ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ ମିନାକ୍ଷୀ ଦାସ ଗତକାଲି ଏହି ରାୟ ଶୁଣାଇଛନ୍ତି ।

5 ବର୍ଷ ତଳେ ଟାଙ୍ଗି ଥାନା ନରମାମ୍ବି ଗ୍ରାମର ସମ୍ପୃକ୍ତ ଅପ୍ରାପ୍ତ-ବୟସ୍କା ବାଳିକାକୁ ଆନନ୍ଦ ରାଉତ ଅମାନବିକ ଭାବେ ଅସଦାଚରଣ କରିଥିଲେ ।

Leave A Reply

Your email address will not be published.