ବିଭିନ୍ନ ବୋର୍ଡ ଓ କର୍ପୋରେସନର ଅଧ୍ଯକ୍ଷ ପଦବୀ ପୁରଣ କଲେ ସରକାର

ବିଭିନ୍ନ ବୋର୍ଡ ଓ କର୍ପୋରେସନର ଅଧ୍ଯକ୍ଷ ପଦବୀ ପୁରଣ କଲେ ସରକାର

ଗତକାଲି ରାଜ୍ୟ ସରକାର ବିଭିନ୍ନ ବୋର୍ଡ ଓ କର୍ପୋରେସନରେ ରାଜନୈତିକ ବ୍ଯକ୍ତି ବିଶେଷଙ୍କୁ ନିଯୁକ୍ତି ଦେଇ ଥଇଥାନ କରିଛନ୍ତି ।

କିଛି ମାସ ତଳେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ପୂର୍ବରୁ ବୋର୍ଡ, କର୍ପୋରେସନ ଓ ସରକାରୀ ପଦବୀରେ ଥିବା ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ନବନିଯୁକ୍ତ ଅଧ୍ଯକ୍ଷମାନେ ହେଲେ :

କଳିକେଶ ସିଂହଦେଓ – ଗୃହନିର୍ମାଣ ବୋର୍ଡ

ପ୍ରଭାତ ଆଦିତ୍ୟ ମିଶ୍ର – ଆପିକଲ

ଲେନିନ ମହାନ୍ତି – ଓଟିଡିସି

ଡି. ବିଶ୍ଵନାଥ – ଗ୍ରାମ୍ଯ ଗୃହ ଉନ୍ନୟନ ନିଗମ

ଅମରେଶ ପତ୍ରୀ – ଉଠା ଜଳସେଚନ ନିଗମ

ସୁବାସ ମହାରଣା – କାଜୁ କର୍ପୋରେସନ

ବିଜୟ ନାୟକ – ରାଜ୍ୟ ବିହନ ନିଗମ

ଦେବାଶିଷ ମହାନ୍ତି – କୃଷି ଶିଳ୍ପ ନିଗମ

ସତ୍ଯବ୍ରତ ତ୍ରିପାଠୀ – ଚଳଚ୍ଚିତ୍ର ନିଗମ

ଶ୍ରୀମୟୀ ମିଶ୍ର – ଓବିଓସିଡବ୍ଲୁଡବ୍ଲୁ

ଚିନ୍ମୟ ସାହୁ – କ୍ଷୁଦ୍ରଶିଳ୍ପ ନିଗମ

ମିନତୀ ବେହେରା – ରାଜ୍ୟ ମହିଳା କମିଶନ

ସଂଗ୍ରାମ ପାଇକରାୟ – ଖଦିବୋର୍ଡ

କୁନ ବିହାରୀ ଦାସ – ରାଜ୍ୟ ଯୁବ କଲ୍ଯାଣ ବୋର୍ଡ

Leave A Reply

Your email address will not be published.