ଚିଟଫଣ୍ଡ ମାମଲାରେ ଓଡିଶା ସରକାର ଓ ସିବିଆଆଇକୁ ସୁପ୍ରିମକୋର୍ଟଙ୍କ ସମନ

ଚିଟଫଣ୍ଡ ଦୁର୍ନୀତିରେ କୋଟି କୋଟି ଟଙ୍କା ହଡପ ମାମଲାରେ ଓଡିଶା ସରକାର ଓ ସିବିଆଆଇକୁ ସମନ ଜାରି କରିଛନ୍ତି ସୁପ୍ରିମକୋର୍ଟ। Justice MR Shah and Justice Krishna Murari ନ୍ଯାୟାଧୀଶ ଏମ ଆର ଶାହା ଓ ନ୍ଯାୟାଧୀଶ କ୍ରିଷ୍ଣା ମୁରାରୀଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା, ଠକାମିର ଶୀକାର ହୋଇଥିବା ଲୋକମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ମିଳିବା ଦିଗରେ କି କାର୍ଯ୍ଯାନୁଷ୍ଠାନ ହୋଇଛି ତାହା ସୁପ୍ରିମକୋର୍ଟଙ୍କୁ ଜଣାଇବା ପାଇଁ ନୋଟିସ ଜାରି କରାଯାଇଛି। ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ ତାରିଖରେ ହେବ।

Leave A Reply

Your email address will not be published.