ଗେଷ୍ଟ ହାଉସରେ ସେକ୍ସ ରାକେଟ : ୧୦ ଗିରଫ

ବ୍ରହ୍ମପୁର ଟାଟା ବେଞ୍ଜ ଛକରେ ଏକ ମୋଟର ସାଇକଲ ସୋ’ରୁମର ଉପର ମହଲରେ ଥିବା ଗେଷ୍ଟ ହାଉସରେ ଅବୈଧ ଯୌନ ରାକେଟ ଚାଲୁଥିବା ଖବର ପାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ୍ ବିବେକ ଏମଙ୍କ ନେତୃତ୍ୱରେ ଆଜି ଗୋସାଣି ନୂଆଗାଁ ଓ ବୈଦ୍ଯନାଥ ପୁର ଥାନା ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏଥିରେ ୧୦ ଯୌନଗ୍ରାହକ ଧରାପଡିଛନ୍ତି, ୪ ଦେହଜୀବୀ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଘଟଣାର ଛାଣବିଣ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.