ସନାତନ ମହାକୁଡ଼ଙ୍କ ଘରେ ଇନକମ ଟ୍ଯାକ୍ସ ଚଢ଼ାଉ

ଯୋଡା ବଡବିଲର ଶକ୍ତିଶାଳୀ ନେତା ପୂର୍ବତନ ସ୍ଵାଧୀନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆଜି ସକାଳୁ ଚଢ଼ାଉ ଆରମ୍ଭ କରିଦେଇଛନ୍ତି ଇନକମ ଟ୍ଯାକ୍ସ ଅଧିକାରୀମାନେ। ବିଭିନ୍ନ ସ୍ଥାନରେ ଥିବା ଶ୍ରୀ ମହାକୁଡ଼ଙ୍କ ଘର ଓ ତାଙ୍କ ବ୍ଯକ୍ତିଗତ ତଥା ବ୍ଯବସାୟିକ ସହକାରୀମାନଙ୍କ ଘରେ ଚଢ଼ାଉ ହେଉଥିବା ଆୟକର ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ଟିକସ ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ ଓ ତଲାସୀ କରାଯାଉଥିବା କୁହାଯାଉଛି।

Leave A Reply

Your email address will not be published.