ଭାରତୀୟ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି କି ଆଗାମୀ ୪ ଦିନ ମଧ୍ୟରେ ଓଡ଼ିଶାର ନୟାଗଡ଼, ଖୋରଧା,ପୁରୀ, କଟକ,ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ ଓ କନ୍ଧମାଳ ଅଞ୍ଚଳରେ ବର୍ଷା ହେବ। ଫଳରେ ଖରାରୁ ତ୍ରାହି ମିଳିବ, ମାତ୍ର ବର୍ଷା ପରେ ତାପମାତ୍ରା ପୁଣି ବୃଦ୍ଧି ପାଇବ ବୋଲି କୁହାଯାଇଛି।