କଟକରେ ଗୁପ୍ଚୁପ ବିକାଳୀଙ୍କ ଘରେ ଚଢ଼ଉ

ଆଜି କଟକ ମହାନଗର ନିଗମ କର୍ମଚାରୀ ମାନେ ସହରର ବିଭିନ୍ନ ସ୍ଥାନରେ ଗୁପ୍ଚୁପ ଓ ପାଣିପୁରି ବିକାଳୀଙ୍କ ଘରେ ଚଢ଼ଉ କରିଛନ୍ତି।

ଏସବୁ ଛଟପଟି ଖାଦ୍ୟ ତିଆରିରେ ଅସ୍ୱାସ୍ଥକର ସାମଗ୍ରୀ ଓ ଅପରିସ୍କାର ପାଣି ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହେବାପରେ ନିଗମ ଅଧିକାରି ମାନେ ଚଢ଼ଉ କରିଥିଲେ।

ତିଆରି ହୋଇଥିବା ସବୁ ଗୁପ୍ଚୁପ, ପାଣିପୁରି ଓ ଖଟା ପାଣିକୁ ଚଢ଼ଉ କାରୀମାନେ ନଷ୍ଟ କରିଦେଇଛନ୍ତି।

ଏକତା ଏମାନଙ୍କର ନେତାଥିବା ବର୍ତ୍ତ ମାନର ମେୟର ଏସବୁ ଗୁପ୍ଚୁପ ବିକାଳୀଙ୍କ ଦିନକର ରୋଜଗାର ନଷ୍ଟ ହୋଇଯିବା ଉପରେ କି ପ୍ରତିକ୍ରିୟା ରଖୁଛନ୍ତି ଦେଖାଯାଉ

Leave A Reply

Your email address will not be published.