ପାଟଶାଣୀ ଚ୍ଯାଉପଟ୍ଟନାୟକ ଓ ନେପାକଙ୍କୁ ଯୋଜନା ବୋର୍ଡ ସଭ୍ୟପଦ, କ୍ଯାବିନେଟ ମନ୍ତ୍ରୀ ମର୍ଯ୍ୟାଦା
ପୂର୍ବତନ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟଶାଣୀ, ପୂର୍ବତନ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ଯାଉପଟ୍ଟନାୟକ ଓ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିବା ବରଗଡର ପୂର୍ବତନ ବିଧାୟକ ସାଧୁ ନେପାକଙ୍କୁ ସରକାର ଗତକାଲି ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି,
୩ ଜଣଙ୍କୁ କ୍ଯାବିନେଟ ମନ୍ତ୍ରୀ ମର୍ଯ୍ୟାଦା ଦିଆଯାଇଛି ।