କୋଟିଏ କୋଡ଼ିଏ ଲକ୍ଷ ବେକାର : ଖାଲି ପଡ଼ିଛି ୨ ଲକ୍ଷରୁ ଅଧିକ ଚାକିରୀ

ପ୍ରତି ୧୦ ଜଣରେ ୩ ବେକାର, ରାଜ୍ୟରେ ନିୟୋଜନ ସମସ୍ୟା ଉଦବେଗଜନକ ହୋଇଥିବା ବେଳେ ସରକାରଙ୍କ ବିଭିନ୍ନ ବିଭାଗରେ ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲି ପଡ଼ିଛି।

ବିଧାନସଭାରେ ପ୍ରଶ୍ନୋତ୍ତର କାଳରେ ଏକଥା ସ୍ବୀକାର କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଖାଲିଥିବା ମୋଟ ପଦବୀ ଗୁଡିକ ମଧ୍ୟରେ ତୃତୀୟ ଶ୍ରେଣୀ ସେବାରେ ସର୍ବାଧିକ ୧ ଲକ୍ଷ ୧୩ ହଜାର ୫୩୬ ପଦବୀ ଖାଲିଥିବା ବେଳେ ପ୍ରଥମ ଶ୍ରେଣୀ ସେବାରେ ୧୨,୩୩୭, ଦ୍ଵିତୀୟ ଶ୍ରେଣୀ ସେବାରେ ୪୫,୯୬୯, ଚତୁର୍ଥ ଶ୍ରେଣୀ ସେବାରେ ୫୫ ହଜାର ୭୯୨ ପଦବୀ ଖାଲି

Leave A Reply

Your email address will not be published.