ଓଡିଶାକୁ ଆକ୍ରାନ୍ତ କରିବ ନାହିଁ ‘ମୋଚା’

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୦ ତାରିଖ ବେଳକୁ ଘନୀଭୂତ ହୋଇ ବାତ୍ୟାର ରୂପ ନେବ, ମାତ୍ର ଏହା ଉତ୍ତର ଓ ଉତ୍ତରପୂର୍ବ ଦିଗକୁ ଗତି କରିବ ଏବଂ ୧୧ ତାରିଖ ପର୍ଯ୍ୟନ୍ତ ସକ୍ରିୟ ରହିବ ବୋଲି କୁହାଯାଉଛି। ‘ମୋଚା’ ନାମରେ ନାମିତ କରାଯାଇଥିବା ଏହି ବାତ୍ୟା ଓଡିଶାକୁ ଆକ୍ରାନ୍ତ କରିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞଙ୍କ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.