5 ଦିନକାଳ ମାଙ୍କ ମୃତଦେହ ପାଖରେ ଥିଲେ ଝିଅ

40 ବର୍ଷ ବୟସ୍କା ମାନସିକ ଅକ୍ଷମ କନ୍ୟା ନିଜର 70 ବର୍ଷ ବୟସ୍କା ମାଙ୍କ ମୃତଦେହ ପାଖରେ 5 ଦିନକାଳ ରହିଥିବାର ଏକ ଦାରୁଣ ଦୁଃଖଦାୟକ ଘଟଣା ଘଟିଯାଇଛି ରାଉରକେଲାର ବାସନ୍ତୀ କଲୋନୀ ଅଂଚଳରେ । ଖବର ପାଇ ସ୍ଥାନୀୟ ପୋଲିସ ଗତକାଲି ରାତିରେ ମହିଳାଙ୍କ ପଚିଯାଇଥିବା ଶବକୁ ଉଦ୍ଧାର କରିଛି । ମୃତ ମହିଳାଙ୍କ ନାମ ମଞ୍ଜୁପୁରୀ ବୋଲି ଜଣାଯାଇଛି ।

Leave A Reply

Your email address will not be published.