ଆସନ୍ତା ୧୮ ତାରିଖ ସକାଳ ୧୦ଟା ସମୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ରାମାଶିଷ ହାଜରା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଏହି ଫଳ।ଘୋଷଣା କରିବେ। ଛାତ୍ରଛାତ୍ରୀମାନେ ଦିନ ୧୨ଟା ପରେ ବୋର୍ଡର ଓ୍ଵେବସାଇଟ – dseodisha.inରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ ବୋଲି ଶ୍ରୀ ହାଜରା କହିଛନ୍ତି।
ଚଳିତ ବର୍ଷ ମାର୍ଚ୍ଚ ୧୦ ତାରେ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ମାଟ୍ରିକ ପରୀକ୍ଷାରେ ମୋଟ ୫ଲକ୍ଷ ୪୧ହଜାର ୨୪୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Prev Post
Next Post