ରାସ୍ତା କାମରେ ଠିକାଦାରଙ୍କ ଅନିୟମିତତା ବିରୋଧରେ ସଦରଥାନା ତଳ ପିପିଲି ଗାଁରେ ଲଙ୍କାକାଣ୍ଡ ଭିଆଇଛନ୍ତି ମାଓବାଦୀ – ଗୋଟିଏ ଟ୍ରାକ୍ଟର, ଜେସିବି ମେସିନ ଓ ଟିପରକୁ ଗତକାଲି ବିଳମ୍ବିତ ରାତିରେ ଜାଳି ଦେଇଛନ୍ତି ! ଅଞ୍ଚଳଟି ମାଓବାଦୀ ଅଧ୍ୟୁଷିତ ହେଇଥିବାରୁ ଏଠାରେ ମାଓବାଦୀମାନେ ପୁଣି ସକ୍ରିୟ ହୋଇଥିବା ଜଣାପଡ଼ିଛି ।
ଭବାନୀପାଟଣା ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।