ମହିଳା ଓ ଶିଶୁ ବିକାସ ବିଭଗ ଅବସର ପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପତିଙ୍କୁ ସ୍ୱତନ୍ତ୍ର ଅଦାଲତ ୨ବର୍ଷ ସଶ୍ରମ କାରାବାସ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ କରିଛନ୍ତି ।
ଜରିମାନା ରାଶି ଅନାଦାୟ କ୍ଷେତ୍ରରେ ଶ୍ରୀ ପତିଙ୍କ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ।
୧୯୯୫ ମସିହାରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଦିରୋଧରେ ଆୟ ବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି।