ବାପାଙ୍କ ରେକର୍ଡ ଭାଙ୍ଗିଲେ ଦିପାଳୀ : ୪୮ ହଜାରରୁ ଅଧିକ ଭୋଟରେ ଝାରସୁଗୁଡା ଜିତିଲେ

ଝାରସୁଗୁଡା ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ଦିପାଳୀ ଦାସ ୪୮ ହଜାରରୁ ଅଧିକ ଭୋଟରେ ବିଜୟିନୀ ହୋଇଛନ୍ତି, ସେ ୧ଲକ୍ଷ ୭ହଜାର ୩ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮ ହଜାର ୩୮୪ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୪ହଜାର ୪୭୩ ଖଣ୍ଡ ଭୋଟ ପାଇଛନ୍ତି। ଭୋଟଗଣତି ଶେଷ ହୋଇଛି।

Leave A Reply

Your email address will not be published.