ପୋଲିସକୁ ସାଇବର ଠକଙ୍କ ଖୋଲା ଚ୍ୟାଲେଞ୍ଜ : ବିଧାନସଭାରେ ଠକେଇ ଅଭିଯୋଗ ଆଣିଲେ ପରଜଙ୍ଗ ବିଧାୟକ

ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାମରେ ଫେକ୍ ଆଇଡି ଖୋଲି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି ସାଇବର ଠକ, ଘଟଣାକୁ ତିନି ଦିନ ବିତିଯାଇଥିଲେ ବି ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବିଧାନସଭାରେ ଶୂନ୍ୟକାଳରେ ସଂଗୀନ ଅଭିଯୋଗ କରିଛନ୍ତି ଶ୍ରୀ ସାହୁ ।

Leave A Reply

Your email address will not be published.