ବ୍ରହ୍ମପୁରରେ ବେଆଇନ ଗୁଟୁକା ଓ ମଦ କାରଖାନା ଉପରେ ଚଢ଼ାଉ

ବ୍ରହ୍ମପୁର ବଡ ବଜାର ପୋଲିସ ଗତକାଲି 2ଟି ଚଢ଼ଉ କରି ବେଆଇନ ଭାବେ ତିଆରି କରାଯାଉଥିବା ଗୁଟୁକା ଓ ଏକ ନକଲି ମଦ ତିଆରି କାରଖାନା ଜବତ କରିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବିକ ବ୍ରହ୍ମପୁର – ଦିଗପହଣ୍ଡି ରାସ୍ତାରେ କାଳୁ ପାତ୍ର ନାମଙ୍କ ଜଣେ ହାର୍ଡୱେର ଦୋକାନିଙ୍କ ଗୋଦାମରୁ 27 ବସ୍ତା ବେଆଇନ ଗୁଟୁକା ଜବତ ଜବତ କରାଯାଇଥିବା ବେଳେ ଓମ ନଗରରେ ଏକ ମଦ ଉତ୍ପାଦନ କେନ୍ଦ୍ରରୁ ବିପୁଳ ପରିମାଣ ନକଲି ମଦ ଜବତ କରିଛି ।

Leave A Reply

Your email address will not be published.