ରାଜ୍ୟରେ କରୋନା ମହାମାରୀ ପୁଣିଥରେ ବଢିବାକୁ ଆରମ୍ଭ କରିଛି ।
ଗତ 24 ଘଣ୍ଟା ମଧ୍ୟରେ 11ଶହ 22ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଲୋକମାନଙ୍କ ମଧ୍ୟରୁ 164 ଜଣ 18 ବର୍ଷରୁ କମ ବୋଲି ଜଣାପଡିଛି ।
କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସତାଧିକ 307 ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ 197 ଓ କଟକ ଜିଲ୍ଲାରୁ 132 ଜଣ ଚିହ୍ନଟ ହୋଇଛନ୍ତି ।
ସରକାରଙ୍କ ପକ୍ଷରୁ କୋଭିଡି କଟକଣା ଲାଗୁ କରାଯାଇଛି