ନରେନ୍ଦ୍ର ପ୍ରସାଦ ଓ ଦିଲ୍ଲୀପ ବେହେରାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

୨୦୨୨ ବର୍ଷ ପାଇଁ ଓଡ଼ିଆ ଶିଶୁ ସାହିତ୍ୟ ଓ ଗଳ୍ପ ପାଇଁ ୨୦୨୨ ବର୍ଷରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି ଯଥାକ୍ରମେ ନରେନ୍ଦ୍ର ପ୍ରସାଦ ଦାସ ଓ ଦିଲ୍ଲୀପ ବେହେରା।

ଶ୍ରୀ ଦାସଙ୍କୁ ତାଙ୍କ ଶିଶୁ କହାଣୀ ‘କୋଳାହଳ ନା ହଳାହଳ’ ପୁସ୍ତକ ପାଇଁ ଏହି ପୁରସ୍କାର ମିଳିଥିବା ବେଳେ ଶ୍ରୀ ବେହେରାଙ୍କୁ ତାଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ଲଣ୍ଠଣ’ ପାଇଁ ପୁରସ୍କୃତ କରାଯାଇଛି।

ଏହି ସମ୍ମାନଜନକ ପୁରସ୍କାର ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ଵାଗତ କରିଛନ୍ତି।

Leave A Reply

Your email address will not be published.